ପାରାଦ୍ୱୀପ ତା୩୧/୦୩ ଜଣେ କିମ୍ବା ଦୁଇଜଣ ନୁହେ, ଭୋକ ଉପାସରେ ଆଉଟ ପାଉଟ ହେଇଛନ୍ତି ପ୍ରାୟ ୨୦୦ ଲୋକ । ନା ଶୁଣିଛି ପ୍ରଶାସନ ନା ଖୋଲା ଅଛି ହୋଟେଲ । ପେଟ ରେ ଓଦା କନା ପକାଇ ସେମାନେ ଶୋଇବାକୁ ବାଧ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦ୍ୱୀପ ମାଛ ଧରା ବନ୍ଦର ମଧ୍ୟରେ । କରୋନା କଟକଣା ଆଣି ଦେଇଛି ଦୁଃଖ । ଭୋକ ଉପାସରେ ଏବେ ଦିନ କାଟୁଛନ୍ତି ପ୍ରାୟ ୨୦୦ ରୁ ଉର୍ଦ୍ଧ ଭୋକ ଉପାସରେ ୨ଶହମାଛ ଜୀବୀ , ପ୍ରଶାସନର ଦୃଷ୍ଟି ପଡୁନି । ଦିର୍ଘ ୮ଦିନ ହେବ ସେମାନେ ଖାଇବା ପାଇଁ ହେଉଛନ୍ତି ଡହଳବିକଳ । ପାରାଦ୍ୱୀପ ନେହେରୁ ବଙ୍ଗଳା ନିକଟ ମାଛ ଧରା ବନ୍ଦର ମଧ୍ୟରେ ବର୍ତ୍ତମାନ ଏହିଭଳି ଅବସ୍ତା ରେ ଭୋକ ଉପାସରେ ୨ଶହମାଛ ଜୀବୀ , ପ୍ରଶାସନର ଦୃଷ୍ଟି ପଡୁନି ମାନେ ଆକୁଳ ନିବେଦନ କରିଛନ୍ତି । ପ୍ରତିଦିନ ଦୂର ସମୁଦ୍ର ମଧ୍ୟକୁ ଏମାନେ ଯାଇ ମାଛ ଧରିବା ଶହ ଦେଶ ବିଦେଶକୁ ଟନ ଟନ ମାଛ ରପ୍ତାନି କରିଥାନ୍ତି । ନିଜ ଘର ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ହୋଇଥିବା ବେଳେ ଏମାନେ କୋରନା କଟକଣା ପରେ ଗାଡି ମୋଟର ଯାଆସ ରେ ପ୍ରତିବନ୍ଧକ ଲାଗୀ ଯିବାରୁ ନିଜ ଘର କୁ ଯାଇପରିଲେ ନାହିଁ । ନିଜ ଟ୍ରଲର ଭିତରେ ଯେତିକି ରାସନ ସାମଗ୍ରୀ ଥିଲା ତାହା ଦୁଇ ଚାରି ଦିନରେ ସରି ଯିବାରୁ ସେମାନେ ଏବେ ଭୋକ ଉପସରେ । ଟ୍ରଲର ମାନେ ନିଜ ନିଜ ଟ୍ରଲର କର୍ମଚାରୀ ମାନଙ୍କୁ ଆସି ଖାଦ୍ୟ ପ୍ରତିଦିନ ଦେବା ମଧ୍ୟ ସମ୍ଭବ ପରେ ହୋଇପାରୁନଥିବା ବେଳେ ସ୍ତାନୀୟ ମାର୍କେଟ୍ରେ କୌଣସି ହୋଟେଲ ଖୋଲି ନଥିବା ଯୋଗୁଁ ଏମାନେ ପେଟକୁ ଗଣ୍ଡେ ଦାନା ମଧ୍ୟ ପାଇବା ମୁସ୍କିଲ୍ ହୋଇ ପଡିଚି । ପାରାଦ୍ୱୀପ ପୌରପରିଷଦ ଏମାନଙ୍କୁ ଖାଇବା ନିମନ୍ତେ ରାସନ ଯୋଗାଇ ଦେବ ବୋଲି ଦୁଇ ଦିନ ହେବ ତାଲିକା କରି ଯାଇଥିବା ବେଳେ ତାହା ଆଜି ବି ସମ୍ଭବ ପର ହୋଇ ପାରିନାହିଁ । ତୁରନ୍ତ ଏହି ଭୋକ ଉପାସରେ ୨ଶହମାଛ ଜୀବୀ , ପ୍ରଶାସନର ଦୃଷ୍ଟି ପଡୁନିଙ୍କ କଥା ସ୍ତାନୀୟ ପ୍ରଶାସନ ତୁରନ୍ତ ଏହି ଭୋକ ଉପାସରେ ୨ଶହମାଛ ଜୀବୀ , ପ୍ରଶାସନର ଦୃଷ୍ଟି ପଡୁନିଙ୍କ କଥା ସ୍ତାନୀୟ ପ୍ରଶାସନ ବୁଝିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି