Odisha news

ଡେଙ୍ଗୁ ରେ ମେଧାବୀ ଛାତ୍ରୀ କଂ ମୃତ୍ୟୁ

0
ଢ଼େଙ୍କିକୋଟ ତା ୧୦.୯.୨୩ : ଘଟଗାଁ ବ୍ଲକ୍ ଅନ୍ତର୍ଗତ ତରା ଗ୍ରାମର ଅସିତ କୁମାର ବେହେରା କଂ ଏକମାତ୍ର କନ୍ୟା ସନ୍ତାନ ଆର୍ଚି ସୁମନ (୧୫) ଗତକାଲି ଆପୋଲୋ ହସପିଟାଲରେ ଚିକିସ୍ଥିତ ଅବସ୍ତାରେ ମୃତ୍ୟୁ ବରଣ କରିଛନ୍ତି l ତାଂକୁ ଡେଙ୍ଗୁ ହୋଇଥିଲା,ତେଣୁ ଗୁରୁତ୍ବର ଅବସ୍ଥlରେ ସେ ଚିକିସ୍ଥିତ ହେଉଥିଲେ l ଏଠାରେ ସୁଚନା ଯୋଗ୍ୟଯେ ସେ ଢ଼େଙ୍କିକୋଟ ନିକଟବର୍ତୀ ଟିକିରା ଆଦର୍ଶ ବିଦ୍ୟାଳୟରୁ ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷାଦେଇ ୯୨% ନମ୍ବରରଖି ପାସ୍ କରିଥିଲେ l ସେ ଜଣେ ମେଧାବୀ ଛାତ୍ରୀଥିଲେ l ଅନେକ ସ୍ବପଥିଲା ଭଲ ପାଠପଢି ସୁନାମ ଆଣିବାକୁ l  ତାଙ୍କରି ମୃତ୍ୟୁଯୋଗୁଁ ଘଟଗାଁ ବ୍ଲକରେ ଶୋକରଛାୟା ଖେଳିଯାଇଛି l ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ପଢୁଥିଲେ l
Leave A Reply