ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଡ୍ର.ବଳରାମ ପଣ୍ଡା, ସୁଧୀର ମହାନ୍ତି, ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ,ଶିବନାରାୟଣ ପରିଜା, ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ ପଟନାୟକ, ଜନ ସମ୍ପର୍କ ବିଭାଗର ଅମରେଶ ପଣ୍ଡା,ଘରୋଇ ବସ ମାଲିକ ସଂଘ ସଚିବ ଯୋଗେନ୍ଦ୍ର ସିଂ, ରାଜେନ୍ଦ୍ର ଲେଙ୍କାଙ୍କ ଏବଂ ସଂଘର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l ବସ ମାଲିକ ସଂଘ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ଡାଲମିଆ ସିମେଣ୍ଟକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ କମ୍ପାନୀ ସହିତ ହାତ ମିଳାଇ ଚାଲିବା ପାଇଁ ପ୍ରତିଶୃତି ଦେଇଥିଲେ l ଇନ୍ଦ୍ରଜିତ ସିଂ, ଏମଡି ଇସରୁଲ, ଏମଡି ଅଫସର, ସୁରଜ ଶର୍ମା, ଏମଡି ସ୍ହଜ଼ାଦ ହୁସେନ (ଗୋଲୁ), ଇମରୋଜ, ଏବଂ ଏମଡି ଲାଲ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l

Comments are closed.