Odisha news

ଏହିସବୁ ଦେଶକୁ ସାଧାରଣ ଲୋକ ଯିବା ମନା , ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ବଡ କାରଣ

0
ଦୁନିଆରେ ଏଭଳି ଅନେକ ଦେଶ ରହିଛି , ଯାହାକି ଖୁବ୍ ସୁନ୍ଦର ହେବା ସହିତ ଏଠାକୁ ଯିବା ପାଇଁ ଅଧିକ ଅର୍ଥ ର ମଧ୍ୟ ଆବଶ୍ୟକତା ରହିଛି । କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଯାହା ପାଇଁ କି ନିଜ ଦେଶରେ ବୁଲିବା ଅସମ୍ଭବ ସେ ବା କିପରି ଏଭଳି ସ୍ଥାନ କୁ ଯିବ ।
– ସେହି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ ଦେଶ ହେଉଛି ସୁଇଜରଲ୍ୟାଣ୍ଡ , ଏଠାକୁ ଜଣେ ସାଧାରଣ ବ୍ୟକ୍ତି ଯିବା କଦାପି ସମ୍ଭବ ନୁହେଁ । କାହିଁକି ନା ଏଠାକୁ ଯିବା ପାଇଁ ଖୁବ୍ ଅଧିକ ଅର୍ଥ ର ଆବଶ୍ୟକତା ପଡ଼ିଥାଏ । ଏହାଛଡା ଆମେ ସମସ୍ତେ ଜାଣିଛୁ ଯେ ଦୁନିଆର ସବୁଠୁ ସୁନ୍ଦର ଦେଶ ସୁଇଜରଲ୍ୟାଣ୍ଡ ଅଟେ । ଏଠାରେ କୌଣସି ରେଷ୍ଟୁରାଣ୍ଟ ରେ ଖାଇବା ଗୋଟିଏ ସାଧାରଣ ନାଗରିକ ପକ୍ଷରେ ସମ୍ଭବ ନୁହେଁ ।
– ୟୁରୋପ ରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ରହିବା ପାଇଁ ଖୁବ୍ ଅଧିକ ଧନର ଆବଶ୍ୟକତା ରହିଥାଏ । ସେହି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଡେନମାର୍କ । ଯଦି ଆପଣ ଏଠାରେ ଗୋଟିଏ ଛୋଟ ଘର ନେବାକୁ ଚାହିଁବେ ତେବେ ଏହାର ମୂଲ୍ୟ ୧୦-୧୫ କୋଟି ଟଙ୍କା ରହିବ ।
– ୟୁରୋପ ର ଅନ୍ୟ ଗୋଟିଏ ସୁନ୍ଦର୍ ଦେଶ ମଧ୍ୟରୁ ହେଲା ନରୱେ , ଯାହାକୁ ଉଦିତ ସୂର୍ଯ୍ୟର ଦେଶ ବୋଲି କୁହାଯାଇ ଥାଏ । ଯେଉଁଠାରେ ଟେକ୍ନୋଲୋଜି ଖୁବ୍ ଆଡଭାନ୍ସ ଅଟେ । ଏହି ଦେଶର ଲାଇଫଷ୍ଟାଇଲ ଖୁବ୍ ଉଚ୍ଚ କୋଟୀର ଅଟେ । ଏଠାରେ ଘର ଠାରୁ ନେଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ମୂଲ୍ୟ ଖୁବ୍ ଅଧିକ ଅଟେ । ଏଠାରେ ବିଭିନ୍ନ ବାହନ ଚଳାଇବା ପାଇଁ ଏତେ ଅଧିକ ବ୍ୟୟ କରିବାକୁ ପଡ଼ିଥାଏ ଯେ ଏଠାକାର ଲୋକେ ସାଇକଲ ର ବ୍ୟବହାର କରି ଥାଆନ୍ତି ।
– ଏସିଆର ଗୋଟିଏ ଏଭଳି ଦେଶ ଜାପାନ ଯେଉଁଠାରେ ଆବଶ୍ୟକତା ଠାରୁ ଅଧିକ ମୂଲ୍ୟବାନ ର ଅଟେ ସମସ୍ତ ଜିନିଷ । ଜାପାନ ର ରାଜଧାନୀ ଟୋକିଓ ଏସିଆ ର ସବୁଠୁ ଅଧିକ କଷ୍ଟଲି ସହର ଅଟେ ।
– ସିଙ୍ଗାପୁର ହେଉଛି ଏସିଆ ର ଆଉ ଗୋଟିଏ କଷ୍ଟଲି ସହର । ଏଠାରେ ପ୍ରତ୍ୟେକ ଜିନିଷ ଆପଣଙ୍କୁ ସ୍ବପ୍ନ ଭଳି ଲାଗିବ । ଏହି ଦେଶ ଟି ଖୁବ୍ କଷ୍ଟଲୀ କାହିଁକି ନା ଏହି ଦେଶ ଟି ମଧ୍ୟ ଖୁବ୍ ସୁନ୍ଦର୍ । ସିଙ୍ଗାପୁର କୁ କୋଟିପତି ଙ୍କ ଦେଶ ବୋଲି କୁହାଯାଇ ଥାଏ । ଏଠାରେ ବାସ କରୁଥିବା ବ୍ୟକ୍ତି ମାନଙ୍କ ନିକଟରେ ପଇସାର କୌଣସି ଅଭାବ ନାହିଁ । ଏଠାରେ ଟ୍ରାନ୍ସପୋର୍ଟ ଚାର୍ଜ ସହିତ ଘର ମଧ୍ୟ ଅଧିକ ମୂଲ୍ୟ ର ମିଳିଥାଏ ।

Leave A Reply