Odisha news

ସକାଳୁ ଚା ସ୍ଥାନରେ କାହିଁକି କଫି ପିଇବା ଜରୁରୀ , ୮ଟି ଚମତ୍କାର ହେଲଥ ବେନିଫିଟ୍ସ

0

ସକାଳୁ ଉଠିବା ମାତ୍ରକେ ନିଜକୁ ଫ୍ରେସ କରିବା ପାଇଁ ଆମେ ଚା କପ ଟିଏ ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାଉ, କିନ୍ତୁ ଚା ପରିବର୍ତେ ଆମେ ଯଦି ଗୋଟିଏ କପ କଫି ସେବନ କରିବା ତେବେ ୮ଟି ଚମତ୍କାର ଲାଭ ପାଇବା l

* ଉର୍ଜା ସ୍ତର ବଢ଼ାଇଥାଏ – କଫି ରେ କାଫିନ ଗୋଟିଏ ପ୍ରକାରର ଉତେଜକ ଅଟେ, ଯାହାକି ଥକା ପଣ ଦୂର ହୋଇଥାଏ, ଏବଂ ଶରୀରରେ ଉର୍ଜା ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l

* ମସ୍ତିକ କାର୍ଯ୍ୟ ରେ ସୁଧାର ଆସିଥାଏ – କଫିରେ ମସ୍ତିଷ୍କ ର କାର୍ଯ୍ୟ ଉନ୍ନତ ହୋଇଥାଏ, ଯେପରିକି ସତର୍କତା, ସ୍ମୃତି ଓ ପ୍ରତିକ୍ରିୟା ସମୟ ରେ ସୁଧାର କରିଥାଏ l

* ଓଜନ ହ୍ରାସ ହୋଇଥାଏ – କଫି ପାଚନ ସମସ୍ୟା ରେ ସୁଧାର ହୋଇଥାଏ, ଟାଇପ 2 ମଧୁମେହ ର ବିପଦ କୁ କମ କରିବାରେ ସାହାଯ୍ୟ କରିଥାଏ l

* ଲିଭର ସ୍ୱାସ୍ଥ୍ୟ ରେ ସୁଧାର – କଫି ଲିଭର ର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଅଟେ, ଏବଂ ଲିଭର ସଂକ୍ରମଣ କୁ କମ କରିଥାଏ l

*  ଅଲଜାଇମର ଓ ପର୍କିସନ ବିପଦ ହୋଇଥାଏ କମ – କଫିରେ  ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ଅନ୍ୟ ଯୌଗିକ ପର୍କିସନ ଓ ଅଲଜାଇମର ଭଳି ରୋଗର ବିପଦ କୁ କମ କରିବାରେ ସାହାଯ୍ୟ କରିଥାଏ l

* ଡିପ୍ରେସନ ସମସ୍ୟା କମ କରିଥାଏ – କଫି ସେବନ ଦ୍ୱାରା ଅବସାଦ ର ବିପଦ କମ ହୋଇଥାଏ, ଏବଂ ମନ ଖୁସି ରହିଥାଏ l

* ଶାରୀରିକ ପ୍ରଦର୍ଶନ ରେ ସୁଧାର –
କଫି ସହନଶକ୍ତି ଓ ଶାରୀରିକ ପ୍ରଦର୍ଶନ ଅର୍ଥାତ ବଡି ଲାଙ୍ଗୁଏଜ ରେ ସୁଧାର ଆଣିଥାଏ , ଏବଂ କଙ୍ଫିଡିଏନ୍ସ ସ୍ତର ବୃଦ୍ଧି କରିଥାଏ l

Leave A Reply