ଲବଙ୍ଗ ଗୋଟିଏ ଏଭଳି ମସଲା ଅଟେ ଯାହା ପ୍ରତ୍ୟେକ ଭାରତୀୟ ଘରେ ସହଜ ରେ ମିଳି ଯାଇଥାଏ, ଏହାର ସ୍ୱାଦ ତୀକ୍ଷଣ ହୋଇଥିଲେ ମଧ୍ୟ ଏହାର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ , ବିଶେଷ ଭାବରେ ଲବଙ୍ଗ ର ପାଣି, ହଁ ଆଜ୍ଞା ଆଜିକାଲି ପ୍ରାକୃତିକ ଉପଚାର ଭାବରେ ଲବଙ୍ଗ ପାଣି ଖୁବ ହିତକର l ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ l
ଲବଙ୍ଗ କୁ କିଛି ଘଣ୍ଟା ପାଇଁ ପାଣିରେ ବତୁରାଈ ରଖି ଦିଅନ୍ତୁ, ଯାହାଦ୍ୱାରା ଲବଙ୍ଗ ରେ ଥିବା ୟୁଜେନୋଲ ଭଳି ଆକ୍ଟିଭ କମ୍ପାଉଣ୍ଡ ପାଣିରେ ବତୁରାଈବା ପରେ ବଢି ଯାଇଥାଏ, ଏମିତିରେ ତ ଲବଙ୍ଗ ପାଣି ଆପଣ ଯେ କୌଣସି ସମୟ ରେ ସେବନ କରିପାରିବେ, କିନ୍ତୁ ବିଶେଷଜ୍ଞ ଙ୍କ ମତରେ ରାତିରେ ଲବଙ୍ଗ ପାଣି ସେବନ କରିବା ସେବନ କରିବା ହିତକର ଅଟେ, ତେବେ ଆସନ୍ତୁ ଜାଣିବା ଲବଙ୍ଗ ପାଣି ପିଇବାର ଅଦ୍ଭୁତ ଲାଭ l
* ଲବଙ୍ଗ ପାଚନ ଏଞ୍ଜାଇମ କୁ ସ୍ଟିମୁଲେଟ କରିଥାଏ, ଫୁଲା କମାଇଥାଏ ଏବଂ ହେଲଦି ଗଟ ବୃଦ୍ଧି କରିଥାଏ, ଏବଂ ଡାଇଜେସନ ଠିକ କରିଥାଏ, ଗ୍ୟାସ ଏବଂ ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ l
* ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ଲବଙ୍ଗ ପାଣି ଇମ୍ୟୁନିଟି କୁ ବଢ଼ାଇଥାଏ , ଯାହାଦ୍ୱାରା ଶରୀର କୁ ଇନଫେକ୍ସନ ଏବଂ ବିଭିନ୍ନ ସଂକ୍ରମଣ ରୋଗରୁ ମୁକ୍ତି ମିଳିଥାଏ l
* ଲବଙ୍ଗ ଓଜନ ହ୍ରାସ କରିବାରେ କରିଥାଏ, କାହିଁକି ନା ଏହା ମେଟାବୋଲିଯିମ କୁ ବୁଷ୍ଟ କରିଥାଏ, ଏବଂ ବ୍ଲଡ଼ ସୁଗାର ଲେବୁଲ କୁ କଣ୍ଟ୍ରୋଲ କରିଥାଏ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗି ନଥାଏ ଏବଂ ମିଠା ଖାଇବାର କ୍ରୋଭିଙ୍ଗ କମ ହୋଇଥାଏ l
* ଲବଙ୍ଗ ପାଣି ସେବନ କରିବା ଦ୍ୱାରା ପ୍ରଶ୍ୱାସ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ, ଏହା ପ୍ରାକୃତିକ ଭାବରେ ଶରୀରକୁ ଉର୍ଜା ଯୋଗାଇଥାଏ, ଯାହାଦ୍ୱାରା କଫ ସଫା ହୋଇଥାଏ ଏବଂ କାଶ ସମସ୍ୟା ରୁ ଆରାମ ମିଳିଥାଏ l