ହିନ୍ଦୁ ଧର୍ମରେ ୧୬ ଟି ସଂସ୍କାର ପ୍ରସ୍ତୁତ ହୋଇଛି ଏମାନଙ୍କ ମଧ୍ୟରୁ ବିବାହ ହେଉଛି ଗୋଟିଏ ସଂସ୍କାର । ଏହି ସଂସ୍କାର ଦ୍ଵାରା କେବଳ ଦୁଇଜଣ ବ୍ୟକ୍ତି ନୁହଁନ୍ତି ବରଂ ଅନେକ ପରିବାର ମିଳନ ହୋଇଥାନ୍ତି । ଏହି ସଂସ୍କାରରେ ଅନେକ ରୀତିନୀତି ରହିଛି ଯେଉଁଥିରୁ ଚତୁର୍ଥୀ ରତି ଗୋଟିଏ । ଏହି ଦିନ ବର ବଧୁଙ୍କର ମିଳନର ରତି ବୋଲି କୁହାଯାଇ ଥାଏ । ଆସନ୍ତୁ ଜାଣିବା ଏହାର କଣ ମହତ୍ଵ ରହିଛି ।
