ଛତ୍ରପୁର : ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆଜି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଗସ୍ତ କରି ବିଭିନ୍ନ ନଥିପତ୍ରକୁ ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟର ଡିଆଇବି, କ୍ରାଇମ୍ ସମସ୍ତ ବିଭାଗ ବୁଲି ନିରୀକ୍ଷଣ କରିଥିଲେ । ଗଞ୍ଜାମ ପୁଲିସ ଜିଲ୍ଲା ଅଧିନରେ ଥିବା ସମସ୍ତ ଥାନା ଇଲାକାର ଅପରାଧୀ ଦମନ ଲାଗି ଧରପଗଡକୁ ଜୋରଦାର କରିବାକୁ ହେବ । କୋଭିଡ୍-୧୯ ସଚେତନତା ସହ ଉଲ୍ଲଂଘନକାରୀଙ୍କ ପ୍ରତି ପୁଲିସ ପକ୍ଷରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ।
ବେଆଇନ ମଦ ଓ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରତି ପାଟ୍ରୋଲିଂ କଡାକଡି କରାଯିବ । ମାର୍ଚ୍ଚ ସୁଦ୍ଧା ସମସ୍ତ ଥାନାର ମାମଲା ଗୁଡିକର ତଦନ୍ତ ପ୍ରକ୍ରିୟା ଶେଷ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଉତ୍ତମ ବ୍ୟବହାର କରି ସେମାନଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯିବ । ବରିଷ୍ଠ ନାଗରିକ, ମହିଳା ଓ ଶିଶୁ ସୁରକ୍ଷା ଲାଗି ଗାଁ ଗାଁରେ ସଚେତନତା କରାଯିବା ଲାଗି ନିଦେ୍ର୍ଦଶ ଜାରି କରିବାକୁ ଡିଆଇଜି ଶ୍ରୀ ଭୋଇ କହିଥଲେ । ଡିଆଇଜିଙ୍କ ଏହି ଯାଞ୍ଚ ବେଳେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଅଶୋକ କୁମାର ମହାନ୍ତି ଓ ବିଜୟ କୁମାର ମଲ୍ଲିକଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
Another small study found that, compared with benzoyl peroxide, participants using a tea tree oil ointment for acne experienced less dry skin and irritation. cialis price They also felt more satisfied with the treatment Given that topical and oral antibiotics can cause bacterial resistance if used long term for acne, tea tree oil may be an effective substitute Tea tree oil has strong anti-bacterial and anti-inflammatory properties.