ଛତ୍ରପୁର ୩୦/୧୧ : ସ୍ଥାନୀୟ ଗଂଜାମ ଆରକ୍ଷୀଅଧିକ୍ଷୀକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଂଜାମ ପୁଲିସ ଜିଲ୍ଲାର ଅପରାଧ ସମୀକ୍ଷା ଅପରାଧ ସମୀକ୍ଷା ଗଂଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଅଧ୍ୟକ୍ଷତା କରି ଜୁମ୍ ଆପ୍ ମାଧ୍ୟମରେ ଭିଡିଓ କନଫେରନ୍ସି ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଥାନା ୱାରୀ ସମୀକ୍ଷା ହୋଇଯାଇଛି ।
ପୁରୁଣ ୱାରେଂଟ , ବେଆଇନ ମଦ କାରବାର ଉପରେ ଧରପଗଡ ଏବଂ ବିଭିନ୍ନ ସ୍ଥାନ ଗୁଡିକରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିବା ପାଇଁ ଅତିରିକ୍ତ ଏସପି ଶ୍ରୀ ପାତ୍ର ଥାନା ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ବୈଠକ ରେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଓ ଅଶୋକ ମହାନ୍ତି , ଡିଏସପି ଉକ୍ରଳ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।