Odisha news

କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ଲତିକା ପ୍ରଧାନ ଙ୍କ ନାମାଙ୍କନ ପତ୍ର ଦାଖଲ, ହଜାର ହଜାର ସମର୍ଥକ ମାନଙ୍କ ସହ ବିଶାଳ ଶୋଭାଯାତ୍ର ରେ ଛତ୍ରପୁର ଆସିଲେ

0
ଛତ୍ରପୁର, ୩ ।୫:  ଗଞ୍ଜାମ ଜିଲ୍ଲା ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର  ଶେଷ ଦିନରେ କବିସୂର୍ଯ୍ୟନଗର ବିଧାନସଭା  ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ଲତିକା ପ୍ରଧାନ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରା ରେ  ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ, ପରେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କ ନିକଟରେସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
Nalco
Leave A Reply