Odisha news

ଚାଣକ୍ୟ ନୀତି : ଏଭଳି ଲୋକଙ୍କୁ କଦାପି ଭରସା କରିବା ଉଚିତ ନୁହେଁ

0

ଚାଣକ୍ୟ ନୀତି ରେ ମର୍ଯ୍ୟାଦାତିତଂଗ ନ କଦାଚିଡପି ବିଶ୍ୱସେତ ‘ , ଏହି ବାକ୍ୟରେ ଚାଣକ୍ୟ କହିଛନ୍ତି କିଭଳି ପ୍ରକୃତିର ବ୍ୟକ୍ତିକୁ ବିଶ୍ୱାସ କରିବା ଉଚିତ ନୁହେଁ l ଆଚାର୍ଯ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ସାମାଜିକ ନିୟମ ଅର୍ଥାତ ମର୍ଯ୍ୟାଦା କୁ ଉଲଂଘନ କରି ଥାଆନ୍ତି ସେଭଳି ବ୍ୟକ୍ତିଙ୍କୁ କଦାପି ବିଶ୍ୱାସ କରିବା ଉଚିତ ନୁହେଁ l

– ସେ କହିଛନ୍ତି ଯେ ପ୍ରତ୍ୟେକ ସମାଜ ରେ କିଛି ନିୟମ ରହିଛି ଏବଂ ସେହି ନିୟମ ଜରିଆରେ ବ୍ୟକ୍ତି ଜୀବିତ ରହିଥାଏ l ଏବଂ ଏହି ମର୍ଯ୍ୟାଦା କୁ ସାମାଜିକ ବ୍ୟକ୍ତି ଉଲଂଘନ କରିବାକୁ କଦାପି ଚେଷ୍ଟା କରେନାହିଁ l

– ଯେଉଁ ବ୍ୟକ୍ତି ସମାଜର ବିପରୀତ ରେ ଚାଲିଥାଏ ସେଭଳି ବ୍ୟକ୍ତିକୁ କଦାପି ବିଶ୍ୱାସ କରନ୍ତୁ ନାହିଁ l ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ବିରୋଧୀ ଭାବନା ମନରେ ଆଣିଥାଏ l ଏହିଭଳି ବ୍ୟକ୍ତି ନିକଟରୁ ଦୁରେଇ ଯାଆନ୍ତୁ l

– ଏଭଳି ବ୍ୟକ୍ତି ଙ୍କ ସହିତ ସମ୍ପର୍କ ରଖିବା ଦ୍ୱାରା ସାମାଜିକ ବନ୍ଧନ ମଧ୍ୟ ନଷ୍ଟ ହୋଇଥାଏ ଏବଂ ଭୟ ସ୍ପଷ୍ଟ ହୋଇଥାଏ l ଯେଉଁ ବ୍ୟକ୍ତି ସାମାଜିକ ମର୍ଯ୍ୟାଦା କୁ ଭଙ୍ଗ କରିଥାଏ ସେହି ବ୍ୟକ୍ତି ଉପରେ କଦାପି ବିଶ୍ୱାସ କରିବା ଉଚିତ ନୁହେଁ l

– ଯେଉଁ ବ୍ୟକ୍ତି ଲଜ୍ୟା କୁ ଭୁଲି ନିର୍ଲଜ ଭଳି ଆଚରଣ କରି ଥାଆନ୍ତି ସେଭଳି ବ୍ୟକ୍ତି ନିକଟରୁ ଦୁରେଇ ରୁହନ୍ତୁ l ଏଭଳି ବ୍ୟକ୍ତି କୁ କଦାପି ଭରସା କରନ୍ତୁ ନାହିଁ l ଏମାନେ ସମାଜ ରେ ଗୋଟିଏ କଳଙ୍କ ସଦୃଶ ଅଟନ୍ତି l

Leave A Reply