Odisha news

ମା’ ବୁଢ଼ୀ ଠାକୁରାଣୀ ଓ ରାଧାକୃଷ୍ଣ ମନ୍ଦିର ର ହେବ ଉନ୍ନତି କରଣ

0
ଦଶପଲ୍ଲା ୧୨/୩ : ମା ବୁଢୀ ଠାକୁରାଣୀ ଓ ରାଧାକୃଷ୍ଣ ମନ୍ଦିର ର ହେବ ଉନ୍ନତି କାରଣ । ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ସମାଜ ସେବୀ ଶ୍ରୀ ହରି ନାଏକ । ମା ବୁଢୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଶ୍ରୀ ନାଏକ ଏହା ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି ପୀଠ ଟି ଅବହେଳିତ ହୋଇ ରହିଛି । ଏଣୁ ଏହାର ଉନ୍ନତି କରଣ ର ଆବଶ୍ୟକତା ରହିଛି । E ନେ଼ଇ ମୁଖ୍ୟ ପୂଜକ ଶରତ ରଥ ଓ କମିଟି ପକ୍ଷରୁ ସମାଜ ସେବୀ ଶ୍ରିହରି ନାଏକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହିପରି ସ୍ଥାନୀୟ ନାହାକପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିର ର ଉନ୍ନତି କରଣ କରାଯିବ ବୋଲି ଶ୍ରୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି । ଏହା ନାହାକପଡା ଗ୍ରାମରେ ଥିବା ଗୌଡ଼ିୟ ସମାଜ ର ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ ଅଟେ । ଏଣୁ ଏହାକୁ ଉନ୍ନତି କରଣ କରାଯିବା ପାଇଁ ଶ୍ରୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି ।ଏହି ସମୟ ରେ ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରଦୋଷ କୁମାର ଜେନା ଙ୍କ ସହ ଶ୍ରୀ ନାଏକ ଙ୍କ ସମର୍ଥକମାନେ ଉପସ୍ଥିତ ଥିଲେ ।
Govt
Leave A Reply