Odisha news

ବିଜେପି ଉପସଭାପତି ଙ୍କ ସୌଜନ୍ୟ ମୂଳକ ଭାବେ ବିଡ଼ିଓ ଙ୍କୁ ସାକ୍ଷାତ

0

ପୋଲସରା – 06-01-2022.(ରଞ୍ଜୟ ପାଣିଗ୍ରାହୀ )

ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନୂତନ ବର୍ଷ ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇବା ସହ ସୌଜନ୍ୟ ମୂଳକ ଭାବେ ବିଭିନ୍ନ ପଞ୍ଚାୟତ ସହ ବ୍ଲକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ କରିବା ସହ ଦେଶରେ ବଢୁଥିବା ମହାମାରୀ କୋଭିଡ କୁ କିପରି ଭାବେ ସମସ୍ତେ ମାନି ଚଳିବା ସହ ସରକାରୀ ନିର୍ଦେଶକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ବିଡ଼ିଓ ସହ ଆଲୋଚନା କରିବା ସହିତ ବ୍ଲକ ର ସମସ୍ତ ପଞ୍ଚାୟତ ର ସମସ୍ତ ଜନସାଧାରଣ ଙ୍କୁ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ନିୟମ ମାନି ଚଳିବା ସହ ମାକ୍ସ,ସାନିଟାଈଜ ଓ ସାମାଜିକ ଦୂରତା କୁ ବଜାଇ ରଖିବା ପାଇଁ ଅନୁରୋଧ କରିଥିଲେ l ଉକ୍ତ ସମୟ ରେ ରୁମାଗଡ଼ ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ଖଟୁଆ, ବିଦେଶୀ ସାମଲ, ନାରାୟଣ ସାହୁ ପ୍ରମୁଖ ଥିଲେ l

Leave A Reply