Odisha news

ସୋରଡ଼ା କାଳୀ ମନ୍ଦିର ପରିସରରେ ପହିଲି ଭୋଗ ଖାଇବା ମଜା

0

ସୋରଡ଼ା କାଳୀ ମନ୍ଦିର ପରିସରରେ ପହିଲି ଭୋଗ ଖାଇବା ମଜା ସହ ଆଧ୍ୟାତ୍ମିକ ଭାବନା ସହିତ ପ୍ରସାଦ ସେବନ କରାଇଥିଲେ ସୋରଡ଼ା ବିଧାୟକ ପୁର୍ଣଚନ୍ଦ୍ର ସ୍ବାଇଁ, ଅନ୍ୟ ମାନଙ୍କ ମଧ୍ୟରେ ଭଂଜନଗର ବିଜ୍ଞ୍ୟାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସୋରଡ଼ା ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା,ଭଞ୍ଜନଗର ବିଜେଡି ନଗର ସଭାପତି ରାଜେନ୍ଦ୍ର ବିଶୋଇ, ବିଜେଡି ଯୁବ ନଗର ସଭାପତି ସୁଧୀର ରଞ୍ଜନ ବେହେରା, ସାଂସଦ ପ୍ରତିନିଧି ଭଞ୍ଜନଗର ଏନଏସି ପଞ୍ଚାନନ ପାଳ, ସମାଜ ସେଵୀ ଶୁଳାପାଣି ଶତପଥୀ ଓ ଭଞ୍ଜନଗର ଏବଂ ସୋରଡ଼ା ର ସମସ୍ତ କାଉନ ସିଲର ମାନେ ଉପସ୍ଥିତ ଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ସୋରଡ଼ା ର ବହୁ ବିଜେଡି ପ୍ରେମି ଏବଂ ଭକ୍ତ ବୃନ୍ଦ ଉପସ୍ଥିତ ରହି ଥିଲେ l ସମସ୍ତଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଥିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ.
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Govt
Leave A Reply