Odisha news

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟରେ ଥିବା ରେଡକ୍ରସ ରୋଡ ଏକ ନୂତନ ଶୀତତାପ ନିୟନ୍ତ୍ରଣ ରେଷ୍ଟରାଣ୍ଟ ଉଦଘାଟନ

0

ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟରେ ଥିବା ରେଡକ୍ରସ ରୋଡ ଏକ ନୂତନ ଶୀତତାପ ନିୟନ୍ତ୍ରଣ ରେଷ୍ଟରାଣ୍ଟ ଉଦଘାଟନ ହୋଇଯାଇଛି, ଏହି ରେଷ୍ଟରାଣ୍ଟ ର ନାମ କିଙ୍ଗ ଅଫ ସ୍ପାଇସି, ଏହାକୁ ଶୁଭ ଉଦଘାଟନ କରିଛନ୍ତି ଭଞ୍ଜନଗର ବିଜ୍ଞ୍ୟାପିତ ଅଂଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର, ଅନ୍ୟ ଅତିଥି ମାନେ ହେଲେ ବସନ୍ତ ପ୍ରଧାନ, ଅଶୋକ ପ୍ରଧାନ, ବୁଲୁ ସ୍ୱାଇଁ, ବୁଲୁ ପାଢ଼ୀ, ଲଷ୍ମୀକାନ୍ତ ମହାପାତ୍ର ( ପିଣ୍ଟୁ ), ଓ ବିଜ୍ଞ୍ୟାପିତ ଅଂଚଳ ପରିଷଦ କାଉନସିଲର ମାନଙ୍କ ମଧ୍ୟରେ ଟୁଟୁ ଜେନା, କୃଷ୍ଣ ବିଶୋଇ, ବାଲାଜୀ ସାହୁ, ସଚିତ ରାଓ,ପ୍ରଶାନ୍ତ ରାଓ, ଉପେନ୍ଦ୍ର ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ, ଶେଷରେ ରେଷ୍ଟରାଣ୍ଟ ର ମାଲିକ ସିପୁନ ଓ କାହ୍ନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଲେ

Govt
Leave A Reply