ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୋରଡାର ଆରାଧ୍ୟ ଦେବୀ ମାଁ କନ୍ଧୁଣୀ ଦେବୀଙ୍କ କଣ୍ଟା ପୀଡ଼ା ଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ ପକ୍ଷରୁ ମାଁ ଏକ କଳା କୁଞ୍ଜ ନିର୍ମାଣ କରାଯାଇଛି।ସୋରଡା ସ୍ଥିତ ନୂଆଁ ସାହି ଠାରେ ଆଜି ବାହର କରାଯାଇଛି କଳା କୁଞ୍ଜ। ସଞ୍ଜୟ ମହାରଣା, ଡିଲୁ ମହାରଣା, ମନୀଷା, ରୁଦ୍ର,ଭୂମି,ଲତା, ବାଲିଆ, ଟୁନା ସମସ୍ତେ ଉପସ୍ଥିତ ଥିଲେ।