Odisha news

ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ

0
ବ୍ରହ୍ମପୁର, ୨୬/୬: ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ   ଆଜି ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା। ସମାଜକୁ କିପରି ନିଶା ମୁକ୍ତ କରିବା, ବହୁ ଲୋକ ନିଶାସକ୍ତ ହୋଇ ଜୀବନ ହରାଉଛନ୍ତି ଓ ଗାଡି ଦୁର୍ଘଟଣା ଘଟାଉଛନ୍ତି ଏହାକୁ କିପରି ରୋକିପାରିବା ସେ ନେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହି ରାଲି mkcg ମେଡିକାଲ ଗେଟ ରୁ ବାହାରି ଖୋଲିକୋଟ ଖେଳ ପଡିଆ ଯାଇ ଆସିଥିଲେ l
ଏହି ରାଲିରେ ବ୍ରହ୍ମକୁମାରୀର କର୍ମକର୍ତ୍ତା ଓ ସାମନ୍ତରାୟ ଏକାଡେମୀର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ।

Leave A Reply