Odisha news

୮ଟି ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ପାଇଁ ଇ.ଭି.ଏମ- ଭି.ଭି.ପାଟ୍ ର ପ୍ରଥମ ରାଣ୍ଡମାଇଜେସନ୍ ସମାପ୍ତ ; ରାଜନୈତିକ ଦଳ ମାନଙ୍କୁ ତାଲିକା ଉପଲବ୍ଧ କରାଗଲା

0

୧. ଭାରତ ନିର୍ବାଚନ ଆୟୋଗ (ଋଉଓ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ, ଓଡ଼ିଶା ଏବଂ ଜମ୍ମୁ ଏବଂ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ଉପ-ନିର୍ବାଚନ ହେବାକୁ ଯାଉଥିବା ସମସ୍ତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଜିଲ୍ଲା ନିର୍ବାଚନ ଅଧିକାରୀ (ଊଋଙ) ୯ ଅକ୍ଟୋବରରୁ ୧୬ ଅକ୍ଟୋବର, ୨୦୨୫ ଇ.ଭି.ଏମ- ଭି.ଭି.ପାଟ୍ ଗୁଡିକର ର ପ୍ରଥମ ରାଣ୍ଡମାଇଜେସନ୍ ସମାପ୍ତ କରିଛନ୍ତି।

୨. ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟ-ସ୍ତରୀୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲା ନିର୍ବାଚନ ଅଧିକାରୀ (ଊଋଙ) ମାନଙ୍କ ଦ୍ୱାରା ଇ.ଭି.ଏମ ପରିଚାଳନା ପ୍ରଣାଳୀ (ଋଗଝ) ମାଧ୍ୟମରେ ପ୍ରଥମ ରାଣ୍ଡମାଇଜେସନ୍ କରାଯାଇଥିଲା।

୩. ପ୍ରଥମ ରାଣ୍ଡମାଇଜେସନ୍ ପରେ, ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ରାଣ୍ଡମାଇଜେସନ୍ ଭାବରେ ଆବଣ୍ଟିତ ଇ.ଭି.ଏମ ଏବଂ ଭି.ଭି.ପାଟ୍ ର ବିବରଣୀ ନିମ୍ନଲିଖିତ ଅଟେ:

କ୍ରମାଙ୍କ ନିର୍ବାଚନ ମଣ୍ଡଳୀ ମତଦାନ କେନ୍ଦ୍ର ବାଲଟ୍ ୟୁନିଟ୍ (ଈଟ) କଣ୍ଟ୍ରୋଲ ୟୁନିଟ୍ (ଉଟ) ଭି.ଭି.ପାଟ୍
୧. ୨୭-ବୁଦଗମ୍ ଜ୍ଝ ୧୭୩ ୨୭୬ ୨୭୬ ୨୭୬
୨. ୭୭-ନାଗ୍ରୋଟା ଜ୍ଝ ୧୫୦ ୨୪୦ ୨୪୦ ୨୪୦
୩. ୭୧-ନୁଆପଡା ଜ୍ଝ ୩୫୮ ୫୭୨ ୫୭୨ ୬୦୮
୪. ୪୫-ଘାଟିଲା (ଝଞ) ୩୦୦ ୩୯୦ ୩୯୦ ୪୨୦
୫. ୬୧-ଜୁବୁଲି ପାହାଡ ଜ୍ଝ ୪୦୭ ୫୬୯ ୫୬୯ ୬୧୦
୬. ୨୧-ଟାରନ୍ ତାରାନ୍ ଜ୍ଝ ୨୨୨ ୨୬୬ ୨୬୬ ୨୮୮
୭. ୦୨-ଦମ୍ପା (ଝଞ) ୪୧ ୮୨ ୮୨ ୮୨
୮. ୧୯୩-ଆଣ୍ଟା ଜ୍ଝ ୨୬୮ ୩୪୮ ୩୪୮ ୩୭୫

୪. ସମ୍ପୃକ୍ତ ଜିଲ୍ଲା ମୁଖ୍ୟାଳୟରେ ସମସ୍ତ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟ-ସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନିର୍ବାଚନମଣ୍ଡଳୀ ଅନୁଯାୟୀ ରାଣ୍ଡମାଇଜେସନ୍ ଇ.ଭି.ଏମ- ଭି.ଭି.ପାଟ୍ ଗୁଡିକର ତାଲିକା ଉପଲବ୍ଧ କରାଯାଇଥିଲା।

୫. ଜାତୀୟ ଏବଂ ରାଜ୍ୟ-ସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଇ.ଭି.ଏମ ଏବଂ ଭି.ଭି.ପାଟ୍ ଗୁଡ଼ିକୁ ସମ୍ପୃକ୍ତ ବିଧାନସଭା ଷ୍ଟ୍ରଙ୍ଗ ରୁମରେ ସଂରକ୍ଷଣ କରାଯିବ।
୬. ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହେବା ପରେ, ପ୍ରଥମ ରାଣ୍ଡମାଇଜେସନ୍ ଇ.ଭି.ଏମ ଏବଂ ଭି.ଭି.ପାଟ୍ ତାଲିକା ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ମଧ୍ୟ ଉପଲବ୍ଧ କରାଯିବ।

Leave A Reply