ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : ପାର୍ବତୀପୁରମ-ସୀତାନଗରମ-ବୋବିଲି -ଡୋଙ୍କିନାଭାଲସା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ।
ଟ୍ରେନଗୁଡିକ ବାତିଲ:
୧. ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନମ୍ବର ୫୮୫୨୮ ବିଶାଖାପାଟଣା-ରାୟପୁର ପାସେଞ୍ଜର ୧୯.୦୮.୨୦୨୫ ରୁ ୨୭.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।
୨. ରାୟପୁରରୁ ଛାଡୁଥିବା ଟ୍ରେନ ନମ୍ବର ୫୮୫୨୭ ରାୟପୁର-ବିଶାଖାପାଟଣା ପାସେଞ୍ଜର ୨୦.୦୮.୨୦୨୫ ରୁ ୨୮.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।
୩. ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନମ୍ବର ୫୮୫୩୮ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ୧୯.୦୮.୨୦୨୫ ରୁ ୨୭.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।
୪. କୋରାପୁଟରୁ ଛାଡୁଥିବା ଟ୍ରେନ ନମ୍ବର ୫୮୫୩୭ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୨୦.୦୮.୨୦୨୫ ରୁ ୨୮.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।
୫. ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନମ୍ବର ୫୮୫୦୪ ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ୧୯.୦୮.୨୦୨୫ ରୁ ୨୭.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।
୬. ଭବାନୀପାଟଣା ଛାଡୁଥିବା ଟ୍ରେନ ନମ୍ବର ୫୮୫୦୩ ଭବାନୀପାଟଣା-ବିଶାଖାପାଟଣା ପାସେଞ୍ଜର ୨୦.୦୮.୨୦୨୫ ରୁ ୨୮.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।
ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ/ଉତ୍ପତ୍ତି :
୧. ଗୁଂଟୁର ଠାରୁ ଛାଡୁଥିବା ଟ୍ରେନ ନମ୍ବର ୧୭୨୪୩ ଗୁଂଟୁର-ରାୟଗଡା ଏକ୍ସପ୍ରେସ ୧୯.୦୮.୨୦୨୫ ରୁ ୨୬.୦୮.୨୦୨୫ ପର୍ଯ୍ୟନ୍ତ ରାୟଗଡା ପରିବର୍ତ୍ତେ ବିଜୟନଗରମରେ ଯାତ୍ରା ଶେଷ କରିବ।
୨. ଟ୍ରେନ ନମ୍ବର ୧୭୨୪୪ ରାୟଗଡା-ଗୁଂଟୁର ଏକ୍ସପ୍ରେସ ୨୦.୦୮.୨୦୨୫ ରୁ ୨୭.୦୮.୨୦୨୫ ପର୍ଯ୍ୟନ୍ତ ରାୟଗଡ଼ା ପରିବର୍ତ୍ତେ ବିଜୟନଗରମରୁ ଛାଡିବ।
ଟ୍ରେନଗୁଡ଼ିକର ପୁନଃନିର୍ଦ୍ଧାରିତ ସମୟ:
୧. ଦୁର୍ଗ ଠାରୁ ଛାଡୁଥିବା ଟ୍ରେନ ନମ୍ବର ୨୦୮୨୯ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ୨୨.୦୮.୨୦୨୫ ରୁ ୨୭.୦୮.୨୦୨୫ ପର୍ଯ୍ୟନ୍ତ ୦୫.୪୫ ଘଟିକା ପରିବର୍ତ୍ତେ ୦୮.୪୫ ଘଟିକାରେ ଛାଡିବା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି ।
୨. ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନମ୍ବର ୨୦୮୩୦ ବିଶାଖାପାଟଣା-ଦୁର୍ଗ ବନ୍ଦେ ଭାରତ ଏକ୍ସପ୍ରେସ ୨୨.୦୮.୨୦୨୫ ରୁ ୨୭.୦୮.୨୦୨୫ ପର୍ଯ୍ୟନ୍ତ ୧୪.୫୦ ଘଟିକା ପରିବର୍ତ୍ତେ ୧୭.୨୦ ଘଟିକାରେ ଛାଡିବା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି ।
୩. ନାନ୍ଦେଦରୁ ଛାଡୁଥିବା ଟ୍ରେନ ନମ୍ବର ୨୦୮୧୦ ନାନ୍ଦେଦ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ୧୯.୦୮.୨୦୨୫ ରେ ୧୬:୩୦ ଘଟିକା ପରିବର୍ତ୍ତେ ୨୦:୩୦ ଘଟିକାରେ ଛାଡିବା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି ।
୪. ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନମ୍ବର ୧୨୮୦୭ ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ୍ ୨୦.୦୮.୨୦୨୫, ୨୧.୦୮.୨୦୨୫, ୨୩.୦୮.୨୦୨୫, ୨୪.୦୮.୨୦୨୫ ଏବଂ ୨୬.୦୮.୨୦୨୫ ରେ ୦୯:୨୦ ଘଟିକା ପରିବର୍ତ୍ତେ ୧୪:୨୦ ଘଟିକାରେ ଛାଡିବା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି ।
ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ଏହି ପରିବର୍ତ୍ତନଗୁଡିକୁ ପ୍ରତି ଧ୍ୟାନ ଦିଅନ୍ତୁ।