Odisha news

ସାଂସଦ ବସନ୍ତ ପଣ୍ଡାଙ୍କ କୋମନା ଠାରେ ନାଗରୀକ ସମ୍ମିଳନୀ

୧୩/୭ -ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) କୋମନା ସ୍ଥିତ କଲ୍ୟାଣ ମଣ୍ତପଠାରେ ଭାରତର ପ୍ରଧାନମନ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ବ ସମୟରେ କରୋନା ବିରୁଦ୍ଧରେ ଆହ୍ବାନ ସମସ୍ୟାର ସମାଧାନ,କେନ୍ଦ୍ର ସରକାରଙ୍କ ଯୋଗଦାନ ଓ ଆହ୍ବାନ ପାଇଁ ନାଗରୀକ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଏ ସମ୍ମିଳନୀରେ କଳାହାଣ୍ତି ସାଂସଦ ବସନ୍ତ କୁମାର ପଣ୍ତା, ଈଶ୍ବର ଚନ୍ଦ୍ର ସୁନାନୀ, ହରେନ୍ଦ୍ର ସାଗର, ଅମରେଶ ପଟ୍ଟନାୟକ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ଶରତ ଚନ୍ଦ୍ର ପାଣିଗ୍ରାହୀ ସଭା ପରିଚାଳନା କରି ଥିଲେ । କୋଭିଡ ମହାମରୀ ରେ ଉତ୍ତମ ପରିଚାଳନା, ସୁ ବ୍ୟବସ୍ଥା, ପରିସ୍ଥିତିର ସନ୍ତୁଳନ କରିବା ନେଇ ଜଣେ ଦକ୍ଷ ନେତୃତ୍ବ ପରିଚୟ ଦେଇଛନ୍ତି ବୋଲି ଅତିଥିମାନେ ମତ ଦେଇଛନ୍ତି।

Govt

Comments are closed.