ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ଦିନ ଗୋଟିଏ ମାଇ ନୀଳଗାଈ ର ମୃତ୍ୟୁ ହୋଇଛି । ୬୫ନମ୍ବର ଏନକ୍ଲୋଜରରେ ଥିବା ଏହି ନୀଳଗାଈ କିଛିଦିନ ହେବ ଅସୁସ୍ଥ ଥିଲା।ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିବାବେଳେ ଆଜି ତାର ମୃତ୍ୟୁ ଘଟିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି।