Odisha news

ଯଦି ଆପଣ ପାଚିଲା କଦଳୀ ଖାଇବାକୁ ଭଲ ପାଉଛନ୍ତି ତେବେ ଏହି ୧୦ଟି କଥା ନିହାତି ଜାଣନ୍ତୁ

0
– ଯେଉଁ ମାନେ ପାଚିଲା କଦଳୀ ନିୟମିତ ଖାଇ ଥାଆନ୍ତି ସେମାନଙ୍କ ଡାଇଜେସନ ସିଷ୍ଟମ ଠିକ ଭାବରେ କାର୍ଯ୍ୟ କରିଥାଏ, ଏବଂ ଶରୀରକୁ ଡାଇଟାରି ଫାଇବର ଉଚିତ ମାତ୍ରାର ମିଳିଥାଏ, ଗ୍ୟାସ ଓ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ l ଖାଦ୍ୟ ଠିକ ଭାବରେ ହଜମ ହୁଏ l

– ଯେଉଁମାନେ ଡିପ୍ରେସନ ରେ ପୀଡିତ ରହିଛନ୍ତି ନିୟମିତ ଭାବରେ ପାଚିଲା କଦଳୀ ଖାଇବା ଜରୁରୀ ଅଟେ, ଏହା ହାପି ହର୍ମୋନ କ୍ରିଏଟ କରି ମନକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ l

-ପାଚିଲା କଦଳୀ ଏନର୍ଜି ବୁଷ୍ଟ କରିବାର ଗୋଟିଏ ଭଲ ମାଧ୍ୟମ ଅଟେ, ଯଦି ଆପଣ ନିୟମିତ ଭାବରେ ବ୍ୟାୟାମ କରିବା ପୂର୍ବରୁ  ପାଚଲା କଦଳୀ ଗୋଟିଏ ଖାଇବେ ତେବେ ବ୍ୟାୟାମ ସମୟ ରେ ଥକା ଲାଗିବ ନାହିଁ l

– ନିୟମିତ ପାଚିଲା କଦଳୀ ଖାଉଥିବା ଲୋକ କୌଣସି ପ୍ରକାର ଷ୍ଟ୍ରୋକ ର ସମୁଖୀନ ହୁଏନାହିଁ l କାହିଁକିନା କଦଳୀ ରେ ଖୁବ କମ ମାତ୍ରାର ସୋଡିୟମ ରହିଥାଏ ଏବଂ ପୋଟାସିୟମ ଆଧିକ ରହିଥାଏ l

– ପାଚିଲା କଦଳୀ ରେ ଥିବା ଭୀତମୀନସ ଓ ମିନେରାଲସ ଜଏଣ୍ଟ ପେନ  ଠାରୁ ନିବୃତ ରଖିଥାଏ, ଏବଂ ଶରୀରର ଇନ୍ଫ୍ଲମେସନ କୁ ମଧ୍ୟ ଦୂର କରିଥାଏ l ଏବଂ ନର୍ଭସ କୁ ଶକ୍ତି ଯୋଗାଇଥାଏ l

– କଦଳୀ ରେ ପ୍ରଚୁର ପରିମାଣ ର ଆଇରନ ଥାଏ, ଯାହାକି ଆମକୁ ରକ୍ତ ହୀନତା ନିକଟରୁ ଦୁରେଇ ରଖିଥାଏ l  ଗର୍ଭାବସ୍ଥା ରେ ନିୟମିତ ପାଚିଲା କଦଳୀ ଗୋଟିଏ ଲେଖାଏଁ ଖାଆନ୍ତୁ l

– ମଧୁମେହ ରୋଗୀ ମଧ୍ୟ ନିୟମିତ ଭାବରେ ଗୋଟିଏ ଲେଖାଏଁ ପାଚିଲା କଦଳୀ ଖାଇ ପାରିବେ, ଯାହାକି ବ୍ଲଡ଼ ସୁଗାର ସ୍ତର କୁ ରେଗୁଲାରଇସ କରିବ, ଏବଂ ମଧୁମେହ ରୋଗୀ ଙ୍କୁ ସୁସ୍ଥ ରଖିବ l

– ପାଚିଲା କଦଳୀ କ୍ୟାଲସିୟମ ଦେଫାଇସିଏନସି କୁ ଦୂର କରିଥାଏ, ହାଡ଼ କୁ ହେଲଦି ଓ ଷ୍ଟ୍ରଙ୍ଗ କରିବାରେ ସାହାଯ୍ୟ କରିଥାଏ l

– କଦଳୀ କିଡ୍ନୀ କ୍ୟାନ୍ସର ପାଇଁ ଖୁବ ଉପକାରୀ, କିଡ୍ନୀ କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କଦଳୀ ସାହାଯ୍ୟ କରିଥାଏ l

– ଯଦି ଆପଣ ନିୟମିତ ପାଚିଲା କଦଳୀ ଖାଉଛନ୍ତି ତେବେ ଆପଣଙ୍କ ବ୍ରେନ ପାୱାର ବୁଷ୍ଟ ହେବ ଏବଂ ଜୀବନ ରେ ସକାରାତ୍ମକ ଉର୍ଜା ପ୍ରଭାବିତ କରିବ l

Nalco
Leave A Reply