କନ୍ଧମାଳ କୁ ପୁଣି ଶୀତ ଲେଉଟିଲା :୧୦ ଡିଗ୍ରୀ ତଳେ ସମଗ୍ର କନ୍ଧମାଳ ଜିଲ୍ଲା
ସବୁ ବର୍ଗର ଜନସାଧାରଣ ଯୋଗାଭ୍ୟାସ ରେ ବ୍ୟସ୍ତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି l ସମଗ୍ର କନ୍ଧମାଳ ଜିଲ୍ଲା ରେ ପୁଣି ଶୀତଲହରୀ ଜାରୀ ରହିଛି lପାରଦ ଦିନକୁ ଦିନ ଖସିବାରେ ଲାଗିଛି ।ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।