ବାଲିଗୁଡା,୨୪/୭-; ବିଜେପି ଦଳ ତରଫରୁ ବାଲିଗୁଡାହନୁମାନ ମନ୍ଦରିର ଠାରୁ ଏକ ଶୋଭାଯତ୍ରା ବାହାର ଆଦିବାସୀ ମହାବିଦ୍ୟାଳୟକୁ ଯାଇଥିଲେ ।ସେଠାରେ ଏକ ପ୍ରତିବାଦ କରି ବଳକôାରୀ ଦଳ କଂଗ୍ରେସ.ହୋଟେଲ ରୁମରେ ନିଶା ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ରାଜ୍ୟ କଂଗ୍ରେସ ଦଳର ସଭାପତି କିଭଳି ଛାତ୍ର କଂଗ୍ରେସ ସଭାପତି କରିଥିଲେ,ଏବେ କଣ କଂଗ୍ରେସ ଦଳ ଓଡିଶା ବନ୍ଦ ଡାକରା ଦେବକି କହିବା ସହ ବିଜେପି ଦଳ ତରଫରୁ କିଭଳି ଡବଲ ଇଂକିନ ସରକାରରେ ଲୋକଙ୍କ ସେବା ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି ତାରି ଉପରେ କହିଥିଲେ ବଜେପି ନେତା । ଉକ୍ତ କାର୍ଯ୍ୟକ୍ରମବିଜେପି ଯୁବମୋର୍ଚ୍ଚ ସଭାପତି ସୁବାଶିଶ ମିଶ୍ରଙ୍କ ନେତୃତ୍ୱରେହୋଇତିବା ବେଳେ ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା ସାଧାରଣସମ୍ପାଦକ ଦେବେନ୍ଦ୍ରକୁଦେଇ,ନଗର ସଭାପତି ମନୋଜ ରଥ ସମେତ ଅନେକ ବିଜେପିକର୍ମି ଉପସ୍ଥିତ ଥିଲେ ।