ବାଲିଗୁଡା,୨୬/୯-; ୧୦ଦଫା ଦାବୀ ନେଇ ବାଲିଗୁଡା ଉପଖଣ୍ଡର ନର୍ସିଂକର୍ମଚାର ଦୁଇଦିନ ଧରି ମର୍ମଘଟରେ ବସିଛନ୍ତି ।ଏହି ଦଶଦଫା ଦାବୀ ଗୁଡିକ ହେଲା ୨୦୧୩ ମସିହା ପୁର୍ବରୁଥିବା ୬ବର୍ଷଚୁକ୍ତିଭିତିକଅବଧିମୁଳ ଚାକିରିରେ ମିଶାଇବା ,ସିଏଚହୋପୋଷ୍ଟେରେ ନର୍ସି ଅଫିସର ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଆଉ ଚଳିବ ନାହିଁ,ଅବଶିଷ୍ଟ ନର୍ସି ଅଫିରମାନଙ୍କୁ ତୁରନ୍ତ ନିୟମିତ କରିବା,କେବିକେ ଆଲୋଉନସ,ପ୍ରସ୍ତାବିତ ଡ୍ରେସକୋଡ ଲାଗୁ କରିବା,ବିଭିନ୍ନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନସିଂ କର୍ମଚାରୀମାନଙ୍କୁ ସିଏଚଓ ପଦରୁ ଫେରାଇ ଆଣି ବିଭିନ୍ନ ଡାକ୍ତରଖାନାରେ ସେବା ଯୋଗାଇବା କୁ ଦକ୍ଷେପ ଇତ୍ୟାଦି ଦାବୀ ରହିଛି । ସରକାର ଯଦୀ ଦାବୀ ନଶୁଣନ୍ତି ତେବେ ଆମେ ସେବାକାର୍ଯ୍ୟ ବନ୍ଦ କରି ଧାରଣାରେ ବସିବୁ ବୋଲି ଚେତାବନି ଦେଇଛନ୍ତି । ଧାରଣାରେ ବସିବା ଫଳରେ ସେବା କାର୍ଯ୍ୟରେ ବାଧା ଉପୁଜୁଛି କେବଳ ଜରୁରୀକାଳିନ ସେବା ଠିକରେ କରୁଛନ୍ତି ଅନ୍ୟସେବାରେ ବ୍ୟାଘାତ ଘଟୁଛି ।