Odisha news

ଡ୍ରାଇଭର ଦିବସ ପାଳିତ ସହିତ ରକ୍ତଦାନ ଶିବିର

0

ବାଲିଗୁଡା,୧/-;ବାଲିଗୁଡା ଡ୍ରାଇଭର ମହାସଂଘ ତରଫରୁ ରଷ୍ଟ୍ରିୟ ଡ୍ରାଇଭର ଦିବସ ପାଳନ କରିବା ସହ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ସହରରେ ଏକ ଶୋଭାଯାତ୍ରା କରିଥିଲେ ଏହାପରେ ସ୍ଥାନୀୟ ସଭାଗୃହ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ବିଡିଓ ଅଚୁ୍ୟତା ନନ୍ଦ ଜାନି.ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଏବଂ ଡାକ୍ତର ରାମଚନ୍ଦ୍ର ପାତ୍ର ଯୋଗଦେଇଇଥିଲେ ଏବଂ ସଭାପତି ବ୍ଲକ ସଭାପତି ଦୁଶାସନ ଦିଗାଳ ପ୍ରମୁଖ ମଂଚାସିନ ଥିଲେ । ରକ୍ତଦାନ ସିବିରରେ ୪୭ୟୁନିଟ ରକ୍ତ ସଂଗୃହିତ ହୋଇଛି ଏଥିରେ ଉପଖଣ୍ଡଚିକିସôାଳୟର ରକ୍ତଭଣ୍ଡାର କର୍ମଚାରୀ ମାନେ ସହଯେ୍ାଗ କରିଥିଲେ । ସମସ୍ତ ଡ୍ରାଇଭର ମାନେ ଉପସ୍ଥିତଥିଲେ ।

Govt
Leave A Reply