Odisha news

ବିପୁଳ ପରିମାଣର ବିଦେଶୀ ମଦ ଜବତ, ୩ ଗିରଫ ହେବା ସହ କୋର୍ଟ ଚାଲାଣ

0

ବୈଶିଙ୍ଗା–୨୦/୧–ବୈଶିଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅତର୍କିତ ଚଢଉ କରି ବିପୁଳ ପରିମାଣର ବିଦେଶୀ ମଦ  ଜବତ କରିବା ସହିତ ୩ ଅଭିଯୁକ୍ତଙ୍କୁ ବୁଧବାର ରାତିରେ ଗିରଫ କରି ଗୁରୁବାର ସକାଳେ କୋର୍ଟ ଚାଲାଣ କରାଯାଇଥିବା ଜଣା ଯାଇଛି। ଖବରରୁ ପ୍ରକାଶ ବୈଶିଙ୍ଗା ପୁଲିସ ନାଖରା ଗ୍ରାମର ଯୋଗେଶ୍ଵର ଖଣ୍ଡାଙ୍କ ପୁଅ ସରୋଜ  (୩୬),  ବିଜିପୁର ଗ୍ରାମର ସପନ ରାଉତଙ୍କ ପୁଅ ଘନଶ୍ୟାମ (୪୨) ଏବଂ ସୋରିଷକୋଠା ଗ୍ରାମର ସନାତନ ଲେଙ୍କା ଙ୍କ ପୁଅ ସୁରେନ୍ଦ୍ର(୪୭)ଙ୍କ ଠାରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ  ଜବତ କରିବା ସହିତ ଥାନାକୁ ନେଇ ଆସିବା ସହିତ ପୃଥକ ପୃଥକ ତିନୋଟି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।

Govt
Leave A Reply