Odisha news

ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସମନ୍ୱୟ ଏକାନ୍ତ ଆବଶ୍ୟକ

ରାୟଗଡା : ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ କାଗଜ କଳ କାରଖାନା ପରିସର ମଧ୍ୟରେ ଏକ ପ୍ଲାଣ୍ଟ/ କାରଖାନା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ଜିଲ୍ଲାର ଶତାଧିକ କ୍ଷୁଦ୍ର, ମଧ୍ୟମ…
Read More...

ରାୟଗଡା ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟିତ

ରାୟଗଡା ୭/୯(Rabindra Patkhandal)-ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜିଲ୍ଲାପାଳ  ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…
Read More...

ନାବାଳିକା ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପିସିସି ସଭାପତି

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ବଡକାଳିମାଟି ଠାରେ ଗତ ୨୬.୦୮.୨୦୨୧ ଜଣେ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ନାବାଳିକାଟି ତାର ସାବତ ମା’ ସହିତ ରହୁଥିବା ବେଳେ ଘଟଣା ଦିନ ତାର ସାବତ ମା ତାଙ୍କ…
Read More...

ନବରଙ୍ଗପୁର ଜିଲ୍ଲାରେ ନକଲି ସାମ୍ବାଦିକ ଚିହ୍ନଟ ଖୁବଶୀଘ୍ର : ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର (କେ.ସାକିଲି ଦୋରା)----ନବରଙ୍ଗପୁର ଜିଲ୍ଲାରେ  ଚିହ୍ନଟ ହେବେ ନକଲି ସାମ୍ବାଦିକ । ଏନେଇ ସୂଚନା ଦେଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଉମରକୋଟ ଅଞ୍ଚଳରେ ଜଣେ ଶିକ୍ଷକ ଙ୍କୁ  ଲାଞ୍ଚ ମାଗି ଦୁଇ  ପୋର୍ଟାଲ ରିପୋଟର…
Read More...

ସାପର ଲାଞ୍ଜରୁ ଦେଖି ଜାଣି ହେବ ନାହିଁ ଏହା କେଉଁ ପ୍ରଜାତିର ସାପ

ନୂଆଦିଲ୍ଲୀ : ଆପଣ ପ୍ରାୟ ବର୍ଷା ଋତୁରେ ସାପ ଚାରିଆଡେ ବୁଲିବାର ଦେଖିଥିବେ । ଏହି ସମୟରେ ଚାରି ଆଡ଼େ ପାଣି ଭର୍ତ୍ତି ହୋଇ ଯାଇଥାଏ । ପାଣି ଭର୍ତ୍ତି ହୋଇଯିବା କାରଣରୁ ସାପ ଙ୍କ ଗାତ ଭିତରେ ମଧ୍ୟ ପାଣି ପଶି ଯାଇଥାଏ । ତେଣୁ…
Read More...

ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରେ ଅଭିଯୋଗ…
Read More...

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ : ଦୁଇଜଣ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତ୍ତୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଲଦର୍‌ଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ…
Read More...

ବାଲିଗୁଡା ଏନ ଏସି କର୍ମଚାରୀ ଙ୍କୁ ଆକ୍ରମଣ ଘଟଣାରେ ତିନି ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ…
Read More...

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପୁଅ କୁ ହତ୍ୟା,ବାପା ଗୁରୁତର। ଥାନାରେ ଚାରି ଅଟକ

ବୋରିଗୁମ୍ମା (କେ.ସାକିଲି ଦୋରା।)----ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି ସିଂହପୁର ଥାନା ଅଧିନ ଘାଟଆଳଗୁଡା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପୁଅ କୁ ହତ୍ୟା କରାଇଥିବା ବେଳେ ବାପା ଗୁରୁତର ହୋଇ ମେଡ଼ିକାଲ ରେ…
Read More...

ଜାତାଡା ୨.୦: କଣ ଆପଣ ଇନ୍ସଟା ଗ୍ରାମ ଅଛନ୍ତି କି ? ଗୋଟିଏ ଫିସିଂ ୱେବ ସେକ୍ସ ଭିଡିଓ ଦ୍ୱାରା ବ୍ଲାକ ମେଲ୍ ର ଶିକାର…

ନୂଆଦିଲ୍ଲୀ: ଗୋଟିଏ ଫିସିଂ ଅପରାଧ ଅସୁବିଧା ରେ ପକାଇ ପାରେ l ସୋସିଆଲ ମିଡ଼ିଆ ଉପଯୋଗ କାରି ମାନେ , ବିଶେଷ ଭାବରେ ଇନ୍ଷ୍ଟଗ୍ରାମ ରେ ,ନିଜ ମୁହଁ ର ନଗ୍ନ ଶରୀର ସହିତ ଲଗାଯିବା ପରେ ନିଜ ପ୍ରତିଷ୍ଠା କୁ ରକ୍ଷା କରିବା ପାଇଁ…
Read More...