Odisha news

ସୁଗାର ଟାଉନ ଜେସିସ୍ ର ବିଶ୍ଵ ବନ୍ଧୁତ୍ୱ ଦିବସ  ପାଳନ

0

ଆସିକା : ଆସିକା ସୁଗାର ଟାଉନ ଜେସିସ୍ ପକ୍ଷ୍ୟରୁ ରବିବାର ଦିନ ବିଶ୍ଵ ବନ୍ଧୁତ୍ୱ ଦିବସ  ପାଳନ ଅବସରେ  ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଭାପତି ଜେସି ଏ ଶିବ ଶଙ୍କର ପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସବରେମୁଖ୍ୟ ଅତିଥି ରୂପେ ଆସିକା ସମବାୟ ଚିନି ଶିଳ୍ପ ର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ  ପ୍ରମୋଦ କୁମାର ପୁଷ୍ଟି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଅତିଥି ରୂପେ ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏବଂ ଆସିକା ତହସିଲ୍ଦାର   ପ୍ରିୟଙ୍କା ପ୍ରିୟଦଶିର୍ନୀ ଯୋଗଦାନ କରି ରକ୍ତ ଦାନ ଭଲି ମହତ୍ କାର୍ୟ ର ଭୂୟସୀ ପ୍ରଶଂସା କରିଥିଲେ। ସମ୍ପାଦକ ଜେସି କେ ଲିଙ୍ଗରାଜ ପାତ୍ର, ପୂର୍ବତନ ସଭାପତି ଜେସି ପି ଗୌରଭ ପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଜେସି ବି ଶିବ ଶଙ୍କର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ଜେସି ଜେ ଏଫ ଏମ,ଏସ୍ ଅନିଲ କୁମାର ପୁଷ୍ଟି, ଜେସି ସଞ୍ଜୟ କୁମାର ପାତ୍ର, ଜେସି ଜିତେନ୍ଦ୍ର କୁମାର ପାତ୍ର, ଜେସି ବଦ୍ରୀନାଥ ପାତ୍ର, ଜେସି କିରଣ କୁମାର ପାଢ଼ୀ, ଜେସି କେ ସତ୍ୟ ନାରାୟଣ ପାତ୍ର, ଜେସି ଆଶିଶ କୁମାର ପାତ୍ର, ଜେସି ସୁରେଶ କୁମାର ପାତ୍ର, ଜେସି ଟି ସିଦ୍ଧାର୍ଥ ସୁବୁଦ୍ଧି, ଜେସି ସୁବୋଧ ରଞ୍ଜନ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ଜେସି ବି ଶିବ ଶଙ୍କର ପାତ୍ର, ଜେସି ଶୁଭମ୍ ପାତ୍ର, ଜେସି ଜିତେନ୍ଦ୍ର ମହାରଣା, ଜେସି ପ୍ରତୀକ ଆଚାରୀ, ଜେସି ଦେବାଶିସ୍ ସାହୁ, ଜେସି ଜିତେସ୍ ପାତ୍ର, ଜେସି ନିଗମାନନ୍ଦ ରାଉତ, ଜେସି ସତ୍ୟ ପାତ୍ର, ଜେସି ବିଶେଷ ପୁଷ୍ଟି, ଜେସି ଦେବାଶିଷ ପଣ୍ଡା, ଜେସି ବସନ୍ତ ଭଞ୍ଜ, ଜେସି ସୋମଦେବ ପାତ୍ର, ଜେସି ସୁନୀଲ ମହାନ୍ତି, ଜେସି ଦିୱାନ ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଡାକ୍ତର ରଶ୍ମି ପାଣିଗ୍ରାହୀ ଙ୍କ ନେତୃତ୍ବରେ ରାମହରି ପଣ୍ଡା, ଡମ୍ବୁରୁ କାରିକି, ଆଲୋକ ମହାନ୍ତି, କାଳୁ ଚରଣ ସେଠୀ ଙ୍କ ସହଯୋଗ ରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା

Nalco
Leave A Reply