ଆଲ୍ହାବାଦ ହାଇ କୋର୍ଟ ଙ୍କ ଐତିହାସିକ ରାୟ : ଯଦି ଜେନେରାଲ କାଟାଗୋରୀ ଠାରୁ ଓବିଶୀ କାଟାଗୋରୀ ଅଧିକ ନମ୍ୱର୍ ରଖିଥିବେ ତେବେ ନିଯୁକ୍ତି ପାଇବାକୁ ବାଧ୍ୟ
ନୂଆଦିଲ୍ଲୀ : ଆଲ୍ହାବାଦ୍ ହାଇକୋର୍ଟ ଗୋଟିଏ ମହତ୍ତ୍ବପୂର୍ଣ୍ଣ ଆଦେଶରେ କହିଛନ୍ତି ଯେ ଅନ୍ୟ ପଛୁଆ ବର୍ଗର ମହିଳା ଙ୍କୁ ଅନ୍ୟ ସାମାନ୍ୟ ବର୍ଗର ଚୟନ ହୋଇଥିବା ମହିଳା ପର୍ଥୀ ଙ୍କ ନିକଟରୁ ଅଧିକ ନମ୍ୱର୍ ରଖିବା ଦ୍ଵାରା ଚାକିରୀ ପାଇବାର ଅଧିକାର ରଖିଛନ୍ତି ।
ଏହା ସହିତ କୋର୍ଟ କନଷ୍ଟେବଳ ଭର୍ତି ପାଇଁ ୨୦୧୮ ରେ ପଛୁଆ ବର୍ଗର ଆରକ୍ଷଣ ରେ ଅସଫଳ ମହିଳା ପର୍ଥିଙ୍କୁ ସାମାନ୍ୟ କୋର୍ଟର ଚୟନ ହୋଇଥିବା ମହିଳା ପାର୍ଥି ଙ୍କ ତୁଳନାରେ ଅଧିକ ନମ୍ୱର୍ ପାଇବା ସତ୍ତ୍ୱେ ମଧ୍ୟ ଚାକିରୀ ଦେବାକୁ ମନା କରିବା କାରଣରୁ ଏହାକୁ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା କୁ ଭୁଲ୍ ଦର୍ଶାଇ ଛନ୍ତି ଓ କହିଛନ୍ତି ଆରକ୍ଷଣ ନେଇଥିବା କାରଣରୁ ନିଯୁକ୍ତି ଦେବା ପାଇଁ ଭେଦଭାବ ନ କରିବା ଉଚିତ୍ ।
କୋର୍ଟ ଙ୍କ ଦ୍ଵାରା ପୋଲିସ ଭର୍ତି ବୋର୍ଡ ଓ ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସୌରଭ ଯାଦବ କେଶ୍ ରେ ସୁପ୍ରିମ କୋର୍ଟ ଙ୍କ ନିଷ୍ପତି ଅନୁସାରେ ଆବେଦନ କାରୀ ମାନଙ୍କୁ ୩ମାସ ମଧ୍ୟରେ ନିଯୁକ୍ତି ଦିଆଯିବା ଉଚିତ୍ । ଏହି ଆଦେଶ ନ୍ୟାୟ ମୂର୍ତ୍ତି ଅଶ୍ଵିନୀ କୁମାର ମିଶ୍ର ରୁଚି ଯାଦବ ଓ ଅନ୍ୟ ୧୫ଜଣ ଏବଂ ପ୍ରିୟଙ୍କା ଯାଦବ ଙ୍କ ଜଚିକା ଶୁଣି ନିଷ୍ପତି ଦେଇଛନ୍ତି ।
ଅଧିବକ୍ତା ସୀମାନ୍ତ ସିଂହ କହିଛନ୍ତି କ୍ଷେତ୍ରୀୟ ଆରକ୍ଷଣ ରେ ଆବେଦନ କରୀଙ୍କ କଟ ଅଫ ମେରିଟ ରୁ କମ ନମ୍ୱର୍ ପ୍ରାପ୍ତ ହୋଇଛି । ଏହି କାରଣରୁ ତାଙ୍କର ଚୟନ ହୋଇ ପାରିଲା ନାହିଁ । ଅଭିବକ୍ତା ଶ୍ରୀ ସିଂହ କହିଛନ୍ତି ବର୍ତ୍ତମାନ୍ ମଧ୍ୟ ଅନେକ ଗୁଡ଼ିଏ ପଦବୀ ଖାଲି ପଡ଼ିଛି ।
ଆବେଦନକାରୀ ମାନେ ଆରକ୍ଷଣ ଦାବି କରିଥିଲେ । ଏହି ଆଧାରରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ମନା କରାଯାଇ ପାରିବ ନାହିଁ । ସରକାର କହିଛନ୍ତି ଆବେଦନକାରୀ ଙ୍କୁ ଆରକ୍ଷଣ ର ଡବଲ ଲାଭ ମିଳି ପାରିବ ନାହିଁ । ସେମାନେ ପଛୁଆ ବର୍ଗର ମହିଳା କୋର୍ଟ ରେ ସଫଳ ନହୋଇ ସାମାନ୍ୟ ମହିଳା କୋର୍ଟରେ ନିଜର ହକ ମାଗି ପାରିବେ ନାହିଁ । କୋର୍ଟ ଏହିତର୍କ କୁ ଗ୍ରହଣ କଲେ ନାହିଁ ଓ ପଛୁଆ ବର୍ଗର ମହିଳା ପାର୍ଥିଙ୍କୁ ସାମାନ୍ୟ କୋର୍ଟ ର ମହିଳା ପାର୍ଥିଙ୍କ ତୁଳନାରେ ଅଧିକ ନମ୍ୱର୍ ରଖିଥିବା ମହିଳାଙ୍କୁ ନିଯୁକ୍ତି ଦେବାର ନିର୍ଦ୍ଦେଶ ଦେଲେ । କୋର୍ଟ କହିଛନ୍ତି କଟ ଅଫ ମେରୀଟ ମାର୍କ ରୁ ଅଧିକ ନମ୍ୱର୍ ପାଇଥିବା ପାର୍ଥିଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇ ପାରିବ ନାହିଁ ।
Comments are closed.