Odisha news

ବସକୁ ପଛ ଆଡ଼ୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମ ଗୁମାପଦର ଛକରେ ଗୋଟିଏ ବସ ବାଇକ ପଛଆଡ଼ୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି ପ୍ରକାଶ ଯେ, ମଙ୍ଗଳ ବାର ରାତି 8ଟା ସମୟରେ କାମଧେନୁ ନାମକ ଏକ ଘରୋଇ ବସ ବ୍ରହ୍ମପୁରରୁ ରାଇପୁର ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ହୋଇଥିବା ଜଣାପଡ଼ିଛି |ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା  ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରା ଯାଇଛି  l  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି |

Nalco
Leave A Reply