Odisha news

ଚନ୍ଦ୍ରଭାଗା ନୋଳିଆ ସାହି ସମୁଦ୍ର ବେଳା ମାର୍ଗ ରେ କୁକୁଡ଼ା ମଢ଼କ ବ୍ଲାଡ଼ଫୁ ଆଶଙ୍କା

0
କୋଣାର୍କ :  କୋଣାର୍କ ଥାନାଅଧିନ ଚନ୍ଦ୍ରଭାଗା ନୋଳିଆ ସାହି ର ସମୁଦ୍ର ବେଳାମାର୍ଗ ରେ ମଙ୍ଗଳବାର ଦିନ  କୁକୁଡ଼ା ମଢକ  ମାନ ପଡିଥିବାର ଦେଖାଯାଇଥିଲା  ।ଏହି କୁକୁଡ଼ା ଗୁଡିକୁ ଘରେ ତେଲୁଗୁ ସମ୍ପ୍ରଦାୟର ଲୋକ ମାନେ  ପାଳନ କରୁଥିଲେ ।କୌଣସି କାରଣ ବଶତଃ ଏଗୁଡିକ ମରିଯାଇଥିବାରୁ  ଏମାନଙ୍କୁ ବ୍ଲାଡ଼ଫୁ ହୋଇ ମରି ଥିବାର ଆଶଙ୍କା ସୃଷ୍ଟି ହୋଇଛି ! ଯାହା ଫଳରେ ସାହି ରେ ଭୟର ବାତାବରଣ ଦେଖାଦେଇଛି । ଚନ୍ଦ୍ରଭାଗା ର ଅନ୍ୟ କୁକୁଡ଼ା ପାଳକ ମାନେ ଏକ ପ୍ରକାର ଭୟର ଆଶଙ୍କା ଭିତରେ ଥିବାର ଜଣାଯାଏ ।ତେଣୁ ଜିଲ୍ଲାପ୍ରଶାସନ ଏହାକୁ ଗୁରୁତ୍ୱ ସହ ନେବା ପାଇଁ  ସେମାନେ ଅନୁରୋଧ କରିଛନ୍ତି ।
Nalco
Leave A Reply