ଶୁଭ ସକାଳ ସ୍ୱତନ୍ତ୍ର By On Feb 5, 2021 Share କାଳିଆ ଠାକୁର ଦେବି ଉପହାର ଫୁଲର ଗହଣା । ତୋ ପାଟ ଅଗଣା ହାତ ଠିରି ଡାକେ ହୋଇ ଯାଏ ବଣା । ଅଗଣା ଅଗଣା ମହ ମହ ବାସେ ଚନ୍ଦନ ଓ ଝୁଣା । ଜଗତ ର ହିତେ ସେନହ ଦେବାକୁ କରିବୁନି ଉଣା । **** ଅକ୍ଷୟ ପଣ୍ଡା Share
Comments are closed.