ପୋଲସରା– (ରଂଜୟ ପାଣିଗ୍ରାହୀ) ପୋଲସରା ବ୍ଲକ କୁ ଆଜି ଭେକ୍ସିନ ପଂହଁଚିବା ସହ ମେଡିକେଲ ଠାରେ ବିଡ଼ିଓ ଶମ୍ଭୁନାଥ ନନ୍ଦି ଙ୍କ ଉପସ୍ଥିତିରେ ଟୀକା କରଣ ର ବ୍ୟବସ୍ତା କରାଯାଇଥିଲା ।ଏହି ଟୀକା କରଣ ରେ ପୋଲସରା ମେଡିଛଲର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ପୁର୍ବତନ ବିଧାୟକ ନିରଂଜନ ପ୍ରଧାନ ନେବା ସହ ଅନ୍ୟମାନେ ନେବାକୁ ଅନୁରୋଧ କରିଥିଲେ । ବିଧାୟକ ଙ୍କ ପରେ କିଛି ଲୋକ ଟୀକା ନେଇଥିବା ଦେଖିବାକୁ ମିଳିଥିଲା ,ଏହି ପରି ବ୍ଲକ ରେ ଲୋକମାନଙ୍କ ପାଖରେ ଯଥାଶୀଘ୍ର ପଂହଚାଇବାକୁ ସରକାରୀ ଭାବେ ଚେଷ୍ଟା ଚାଲିଛି ।
