ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ନନ୍ଦନକାନନ ପଛପାକ ହାତୀ ଚଲା ରାସ୍ତାରେ ବଳକ୍ରାର କରାଯାଉଥିବା କିଛି ଯୁବକ ଦେଖି କଣ୍ଟ୍ରୋଲ୍ ରୁମ୍କ ଫୋନ କଲେ । ପିସିଆର ଓ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚô ଉଲ୍ଲଂଘନ ଯୁବତୀଙ୍କୁ ଉଦ୍ଧାର କରିବା ସହ ଗୋଟିଏ ବାଇକ୍ ଜବତ କରିଥିବା ସୂଚନା ମିଳିଛି । ଯୁବତୀଙ୍କୁ ପୋଲିସ ଡାକ୍ତରୀମାଇନା କରାଇ ତାହାର ସବିଶେଷ ତଥ୍ୟ ସଂଗ୍ରହ କରୁଛି ।
ଚନ୍ଦକା ନନ୍ଦନକାନନ ହାତୀ ଚଲା ରାସ୍ତାରେ ବେଳେ ବେଳେ ଲୋକେ ଯାତାୟତ କରନ୍ତି । ସବୁ ସମୟରେ ସେହି ବାଟ ଦେଇ ଲୋକମାନେ ଯାଅନ୍ତି ନାହିଁ । କାରଣ ତାହା ହାତୀ କରିଡର । ସନ୍ଧ୍ୟାପରେ ସେହି ବାଟରେ ଯିବାକୁ ଲୋକେ ଭୟଭୀତ କରୁଥିବାବେଳେ ଜଣେ ଯୁବତୀଙ୍କ ସେହି ବାଟରେ ନେଇ ନିକାଞ୍ଚନ୍ ଜାଗାରେ ବଳକ୍ରାର କରୁଥିଲେ । ଖବରପାଇ ପୋଲିସ ପହଞ୍ଚôବାବେଳକୁ ଘଟଣାସ୍ଥଳରେ କେବଳ ଉଲ୍ଲଂଘନ ଯୁବତୀ ଗୁରତର ଅବସ୍ଥାରେ ପଡିଥିବାବେଳେ ଗୋଟିଏ ବାଇକ୍ ସେଠାରେ ଠୁଆ ହୋଇଥିବା ପୋଲିସ ଦେଖିଲା ।
ଆଖପାଖ ଅଞ୍ଚଳ ଛାନ୍ଭିନ୍ ପୋଲିସ କରିଥିଲେ ମଧ୍ୟ ଦୁବୃର୍ତ୍ତଙ୍କ ସନ୍ଧାନ ପାଇନଥିଲା । ଯବତୀଙ୍କୁ ଡାକ୍ତରୀ ପରୀକ୍ଷା ପରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି । କେଉଁ ପରିସ୍ଥିତିରେ ଯୁବତୀ ଗଣ ବଳକ୍ରାରର ଶୀକର ହେଲେ ତାହା ସ୍ପଷ୍ଟ ଜଣା ପଡି ନଥିବାବେଳେ ତଦନ୍ତର ପ୍ରାଥମିକତାରେ ପୋଲିସ ତଥ୍ୟ ଦେବାକୁ ଅନିଛା ପ୍ରକାଶ କରିଛି ।