Odisha news

ଏସି ପାଇଁ ଭୂତାଣୁନାଶକ ୟୁଭି ଲାଇଟ୍‌

0

ପଞ୍ଜାବର ଫଗୱାରାସ୍ଥିତ ବେସରକାରୀ ଲଭ୍‌ଲି ପ୍ରଫେଶନାଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏସି ଦ୍ୱାରା ବ୍ୟାପୁଥିବା ଭାଇରସ୍‌କୁ ମାରିବା ପାଇଁ ଏକ ଡିଭାଇସ୍‌ ବିକଶିତ କରିଛନ୍ତି । ଏହି ଡିଭାଇସ୍‌ ଅତିବାଇଗଣୀ (ୟୁଭି) ଟୁ୍ୟବ୍‌ର ଆସେଟ୍‌ ଉପଯୋଗ କରୁଛି ଯାହା ଏକ ବିଶେଷ ତରଙ୍ଗର କିରଣ ଉତ୍ସର୍ଜନ କରିଥାଏ । ଏସି ଚାଲିବା ମାତ୍ରେ ୟୁଭି ଲାଇଟ୍‌ ଜଳିଉଠେ । କେବେ ଟୁ୍ୟବ୍‌ ବଦଳାଇବା ଆବଶ୍ୟକ ଜାଣିବା ପାଇଁ ଏକ ଇଣ୍ଡିକେଟର୍‌ ଲଗାଯାଇଛି । ପ୍ରଫେସର୍‌ଙ୍କ ମାର୍ଗଦର୍ଶନରେ ବିଟେକ୍‌ ଛାତ୍ର ମନୀଷ କୋଟନି ଏହି ସୂତ୍ର ବାହାର କରିଛନ୍ତି । ଏହାର ପ୍ରୋଟୋଟାଇପ୍‌ ତିଆରି କରିବା ପାଇଁ ମନୀଷଙ୍କୁ ମାସେ ସମୟ ଲାଗିଥିଲା। ପ୍ରତ୍ୟେକ ମଡୁ୍ୟଲର ମୂଲ୍ୟ ୧୫୦୦ରୁ ୨୦୦୦ ଟଙ୍କା ମଧ୍ୟରେ । ଅଧିକ ଉକ୍ସଊାଦନ ହେଲେ ମୂଲ୍ୟ କମିପାରେ । ଏ ପ୍ରକାର ଉପକରଣ ରେସ୍ତୋରæô, ଜିମ୍‌ ଓ ଥିଏଟର୍‌ ଭଳି ନିବୁଜ ସ୍ଥାନରେ ଲାଗିପାରିବ ଯେଉଁଠି ଅଧିକ ଲୋକ ଏକାଠି
ହୋଇଥାନ୍ତି ।

Leave A Reply