Odisha news

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜାତୀୟ ରାଜପଥର ସାବୁଲିୟା ବାଇପାସ ପାର୍ଶ୍ୱରେ ଏକ ଢଳେଇ ମିସିନ ଗାଡି ପାର୍ଶ୍ୱକୁ ଟଳି ପଡିଛି

0

ରମ୍ଭା-୧୪/୦୮/୨୦୨୦ :  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ 16ନମ୍ବର ଜାତୀୟ ରାଜପଥର ସାବୁଲିୟା ବାଇପାସ ପାର୍ଶ୍ୱରେ ଏକ ଢଳେଇ ମିସିନ ଗାଡି ପାର୍ଶ୍ୱକୁ ଟଳି ପଡିଛି ।

ଲଗାତାର ଝିପି ଝିପି, ବର୍ଷା ଲାଗିରହିବା ଫଳରେ ପିଚୁ ଓ ସିମେଣ୍ଟ କନକ୍ରିଟ ରାସ୍ତା ପାର୍ଶ୍ୱରେ ମାଟି ରାସ୍ତା ପାଣି ଜମିରହିବା ଫଳରେ ଓଜନ ଦାର ଯାନବାହନଗୁଡିକ ଜାଣି ନପାରି ଫସିଯାଉଛନ୍ତି।

ଲଗାତାର ବର୍ଷା ଯଦି ଏପରି ଚାଲୁରହେ ଆଗାମୀ ଦିନରେ ଅନେକ ଗାଡି ଦୁର୍ଘଟଣାରେ ଆଶଙ୍କା କୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply