Odisha news

ଅମିତ ଶାହାଙ୍କ ଆରୋଗ୍ୟ କାମନା କଲା ଛତ୍ରପୁର ବିଜେପି 

0

ଛତ୍ରପୁର  ୪/୮: ଭାରତ ସରକାର ଙ୍କ ଗୃହ ମନ୍ତ୍ରୀ  ଅମିତ ଶାହା ଆରୋଗ୍ୟ  କାମନା ତଥା ଶୀଘ୍ର ସୁସ୍ଥ ହେବା ପାଈଁ ଆଜି  ଛତ୍ରପୁର  ବିଜେପି ମଣ୍ଡଳ ତରଫରୁ ସ୍ଥାନୀୟ ପୁତି ଗୋପାଳପୁର ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମନ୍ଦିରରେ  ଦ୍ୱୀପ ପଜ୍ବଳନ କରାଯାଇଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଯୁବ ବିଜେପି ନେତା ତଥା  ବିଧାୟକ ପ୍ରାର୍ଥୀ  ପ୍ରଶାନ୍ତ କୁମାର କର ଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷା କରି ସମାପ୍ତ ହୋଇଛି। ଏଥିରେ ଛତ୍ରପୁରବିଜେପି  ମଣ୍ଡଳ ସଭାପତି ସଂଜୀତ କୁମାର ରାଉଳ (ସନ୍ତ ), ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା (ଚିଣ୍ଟୁ),ଡ଼ି ସୁରେଶ ରେଡି, ସୁରେନ୍ଦ୍ର କୁମାର ବେହେରା ଆଦି ଯୋଗ ଦାନ ଦେଇଥିଲେ।

Leave A Reply