Odisha news

ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କୁ ନେଇ ଉଠିଲା ପ୍ରଶ୍ନ : ସୁନୀଲ ଗାଭାସ୍କର ଦେଲେ ଟିମ ମ୍ୟାନେଜମେଣ୍ଟଙ୍କୁ ୱାର୍ଣ୍ଣିଙ୍ଗ

0

ସୂର୍ଯ୍ୟବଂଶୀ କୁ ପ୍ଲେଇଂ 11 ରେ ମିଳୁନି ସୁଯୋଗ
ବୈଭବଙ୍କୁ କରାଯାଉଛି କି  ଇଗ୍ନୋର
ନା ଟିମ ମ୍ୟାନେଜମେଣ୍ଟ ର ରହିଛି କିଛି ଉଦେଶ୍ୟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧ତାରିଖ ରେ ଖେଳl ଯାଇଥିବା ଟି-20 ଇଣ୍ଟରନେଶନାଲ ମୁକାବିଲା ରେ ବୈଭବ ସୂର୍ଯ୍ୟବଂଶୀ ଆଉଥରେ ପ୍ଲେଇଂ 11 ରୁ ରହିଛନ୍ତି ବାହାରେ, ଭାରତର ପୂର୍ବ ଦିଗଜ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ ଇଣ୍ଟରନେଶନାଲ ଡେବ୍ୟୁ ରେ ହେଉଥିବା ଏହି ସ୍ଥିତି ବୈଭବ ଙ୍କ ଉପରେ ପକାଇବ ଚାପ l

ସୁନୀଲ ଗାଭାସ୍କର ସୋନି ସ୍ପୋର୍ଟ୍ସ ନେଟୱାର୍କ କୁ ନେଇଥିବା ଇଣ୍ଟରଭିୟୁ କହିଛନ୍ତି ଯେ ବୈଭବ ଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ର ଏଭଳି ନିଷ୍ପତି ପକାଉଛି ଚାପ , ବୈଭବ ଜାଣିଛନ୍ତି ଯେ ତାଙ୍କୁ ଯଦି ଦ୍ଵିତୀୟ ଓ ତୃତୀୟ ମ୍ୟାଚ ରେ ଚାନ୍ସ ମିଳୁଛି ତେବେ ସେ ଖୁବ ଭଲ ଖେଳିବେ, ତଥାପି ତାଙ୍କୁ ଟିମ ମ୍ୟାନେଜମେଣ୍ଟ ପ୍ଲେଇଂ 11 ରେ ସ୍ଥାନ ଦେବା ଜରୁରୀ l ଭାରତୀୟ ଦଳରେ ଖୁବ ଭଲ ଭଲ ଖେଳାଳି ରହିଛନ୍ତି ଯାହାଙ୍କ ପାଖରୁ ସେ ଅନେକ କିଛି ଶିଖି ପାରିବେ l  ଟିମ ମ୍ୟାନେଜମେଣ୍ଟ ବୈଭବ ଙ୍କୁ ନେଇ ସିରିୟସ ହେବା ଜରୁରୀ l ଯେଉଁଠି ବିଶ୍ୱ ଗୋଟିଏ ୧୫ ବର୍ଷର ପିଲାର ବ୍ୟାଟିଂ ମ୍ୟାଜିକ ଦେଖିବାକୁ ଅପେକ୍ଷା କରିଛି ସେହି ସ୍ଥାନରେ ଏଭଳି ଗୋଟିଏ ପ୍ଲେୟାର କୁ ବସାଇ ରଖିବା ଆଦୌ ଉଚିତ ନୁହେଁ l ‘

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟି-20 ଇଣ୍ଟରନେଶନାଲ ମୁକାବିଲା ବର୍ଷା କାରଣରୁ ସ୍ଥଗିତ ରହିଲା ଅଧାରୁ, ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିବାକୁ ସ୍ଥିର କଲା, ଭାରତ ୨୦ ଓଭର ରେ ୭ ଉଇକେଟ ରେ ୧୮୯ ରନ କ୍ରୀୟାହୀଲା, କିନ୍ତୁ ବର୍ଷା କାରଣରୁ ଇଂଲଣ୍ଡ ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲା, ଏବଂ ମ୍ୟାଚ ରଦ୍ଧ ହୋଇଥିଲା l ଅଭିଷେକ ଶର୍ମା ୫୯ ରନ ଓ ଶ୍ରେୟସ ଆୟାର ୬୮ ରନ କରିଥିଲେ, ଶିବମ ଦୁବେ ୨୧ ବଲ ରେ ୪୨ ରନ କରିଥିଲେ , ସଂଜୁ ସାମସନ , ତିଳକ ବର୍ମା ଊ ଈଶାନ କିସାନ ଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳି ନଥିଲା l

Nalco
Leave A Reply