Odisha news

ଶୁଭେନ୍ଦୁ ଅଧିକାରୀ ହେଲେ ପଶ୍ଚିମବଙ୍ଗ ର ନୂଆ ମୁଖ୍ୟମନ୍ତ୍ରୀ , ଆସନ୍ତାକାଲି ଦିନ ୧୧ ଟା ରେ ନେବେ ଶପଥ

0

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ପଶ୍ଚିମ ବଙ୍ଗରେ ବିଜୟ କୁ କହିଛନ୍ତି ବଡ଼ ଉପଲବ୍ଧି ରାଜ୍ୟର ୨୩ ଟି ଜିଲ୍ଲା ମଧ୍ୟରୁ ୨୦ ଟି ଜିଲା ରେ ବିଜେପି ବିପୁଳ ଭୋଟ ରେ ବିଜୟଲାଭ କରିଛି l ଆଙ୍କି ଗୋଟିଏ ବିଶେଷ ବୈଠକ ରେ ଚର୍ଚା ହେବ ପରେ ଗୃହମନ୍ତ୍ରୀ ଅମିତ ସାହା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧକାରୀ ଙ୍କ ନାମ ଘୋଷଣା କରିଥିଲେ l ଉକ୍ତ ବୈଠକ ରେ ସମସ୍ତ ବିଜେପି ସଦସ୍ୟ ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ l

୨୦୨୧ ରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀ ଙ୍କୁ ନନ୍ଦିଗ୍ରାମ ସିଟ ରେ ହରାଇଥିଲେ l ଆଜି ଶୁଭେନ୍ଦୁ ରାଜଭବନ ଯାଇ ରାଜ୍ୟପାଳ ଙ୍କ ନିକଟରେ ସରକାର ଗଢିବାର ପ୍ରସ୍ତାବ ରଖିଛନ୍ତି l ଏବଂ ଆସନ୍ତା କଲି ମୁଖ୍ୟମନ୍ତ୍ରୀ ପଦବୀ ର ଶପଥ ନେବେ l ଏହାଛଡା ପଶ୍ଚିମ ବଙ୍ଗରେ ଦୁଇଟି ଡେପୁଟି ମୁଖ୍ୟମନ୍ତ୍ରୀ ହେବର ମଧ୍ୟ ସୂଚନା ମିଳିଛି l ଏହା ପୂର୍ବରୁ ବିଜେପି ୨ଟି ଉପମୁଖ୍ୟମନ୍ତ୍ରୀ ବିହାର ଓ ଓଡ଼ିଶାରେ ଲାଗୁ କରିସାରିଛି l

ପଶ୍ଚିମବଙ୍ଗ ଜନସାଧାରଣ ଙ୍କ ଆଶା ରହିଛି ରାଜ୍ୟରେ ବିଜେପି ସରକାର ଆସିବା ଦ୍ୱାରା ପରିସ୍ଥିତିରେ କିଛି ପରିବର୍ତ୍ତନ ହେବ l କାହିଁକିନା ଗତ କିଛିଦିନ ହେଲାଣି ପଶ୍ଚିମବଙ୍ଗ ରେ ରାଜନୈତିକ ଅସ୍ଥିରତା ତୀବ୍ର ରୂପ ଧାରଣ କରିଛି l

Govt
Leave A Reply