Odisha news

ଜୁଲାଇ ୨୦୨୫ ରୁ ଦେଶରେ ବିଭିନ୍ନ ନିୟମ ରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭବ ରେଳ ବାଇ ଟିକେଟ ରୁ ନେଇ କ୍ରେଡିଟ କାର୍ଡ ଏବଂ LPG ବ୍ୟବହାର କାରୀ ଙ୍କ ଉପରେ ପଡିବ

0
ଜୁଲାଇ ୨୦୨୫ ରୁ ଦେଶରେ ବିଭିନ୍ନ ନିୟମ ରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭବ ରେଳ ବାଇ ଟିକେଟ ରୁ ନେଇ କ୍ରେଡିଟ କାର୍ଡ ଏବଂ LPG ବ୍ୟବହାର କାରୀ ଙ୍କ ଉପରେ ପଡିବ l ଏହି ମାସରୁ HDFC ବ୍ୟାଙ୍କ SBI କ୍ରେଡିଟ୍ କାର୍ଡ ବ୍ୟବହାର କାରୀ ଙ୍କ ଉପରେ ପଡିବ l ଆସନ୍ତୁ ଜାଣିବା ସେହିଭଳି ୭ ଟି ବଡ଼ ଫାଇନାନ୍ସିଆଲ ପରିବର୍ତ୍ତନ ବିଷୟରେ l
* ଜୁଲାଇ ୧ ତାରିଖ ରୁ ପ୍ୟାନ କାର୍ଡ ଆବେଦନ ପାଇଁ ଆଧାର କାର୍ଡ ଅନିର୍ବାର୍ଯ୍ୟ ହେବ l ବର୍ତମାନ ପର୍ଯ୍ୟନ୍ତ କେବଳ ବାର୍ଥ ସାର୍ଟିଫିକେଟ ର ଆବଶ୍ୟକତା ରହିଥିଲା l କିନ୍ତୁ ଜୁଲାଇ ୧ ତାରିଖ ରୁ ଏହି ନିୟମ ପରିବର୍ତ୍ତନ ହେବ l ଏବଂ ସରକାରୀ ନୁଆ ନିୟମ ଅନୁଯାୟୀ ଆଧାର କାର୍ଡ ରେ ପ୍ୟାନ କାର୍ଡ ଆବେଦନ କରିବେ l
* ରେଳ ଯାତ୍ରୀ ଙ୍କ ପାଇଁ ଜୁଲାଇ ୧ ତାରିଖ ରୁ ନିୟମ ରେ ପରିବର୍ତ୍ତନ ହେବାକୁ ଯାଉଛି, ଜୁଲାଇ ୧ ରୁ ରେଳ ଟିକେଟ ଭଡା ବୃଦ୍ଧି ହେବ l ଏକ କିଲୋମିଟର କୁ ୧ ପଇସା ନନ ଏସି ପାଇଁ ବୃଦ୍ଧି ହେବ , ଏବଂ ଏସି ରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ପାଇଁ ୨ ପଇସା ପ୍ରତି କିଲୋମିଟର ବୃଦ୍ଧି ହେବ l ଯଦି ୫୦୦ କିଲୋମିଟର ରୁ ଅଧିକ ଯାତ୍ରା କରନ୍ତି ତେବେ ଅଧା ପଇସା ପ୍ରତି କିଲୋମିଟର ଦେବାକୁ ପଡିବ l
* ଜୁଲାଇ ୧ ତାରିଖ ରୁ ଲପିଜି ସିଲିଣ୍ଡର ଘରୋଇ ଗ୍ୟାସ ର ମୂଲ୍ୟ ରେ ପରିବର୍ତ୍ତନ ହେବାର ଅଧିକ ସମ୍ଭାବନା ରହିଛି l ଗ୍ରାହକ ମାନେ ଆଶା ରଖିଛନ୍ତି ଯେ ମୂଲ୍ୟ ହ୍ରାସ ଦ୍ୱାରା ଗୃହିଣୀ ମାନଙ୍କୁ କିଛିନା କିଛି ସୁବିଧା ମିଳିବ l
* ଜୁଲାଇ ୧ ତାରିଖ ରୁ ବିମାନ ଯାତ୍ରୀ ଙ୍କ ଯାତ୍ରା ରେ ମଧ୍ୟ କିଛି ନା କିଛି ପରିବର୍ତ୍ତନ ହେବ l ଅଏଲ କମ୍ପାନୀ ଗୁଡିକ ନିଜ ତୈଳ ର ମୂଲ୍ୟ ରେ ପରିବର୍ତନ କରିବେ l ଯାହାକୁ ଦେଖି ବିମାନ ଟିକେଟ ମୂଲ୍ୟ ରେ କିଛି ନା କିଛି ପରିବର୍ତନ ହେବ ବୋଲି ଆଶା କରାଯାଉଛି l
* ବିଶେଷ ଭାବେ ଜୁଲାଇ ୧ ତାରିଖ ରୁ HDFC ବ୍ୟାଙ୍କ ର କ୍ରେଡିଟ କାର୍ଡ ବ୍ୟବହାର କାରୀ ଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି ର କାରଣ ହେବ l ICICI ବ୍ୟାଙ୍କ ର ATM ୟୁଜର୍ସ ଙ୍କ ପାଇଁ ଅସୁବିଧା ର କାରଣ ହେବ l
Leave A Reply