Odisha news

ବାଲିଗୁଡାରୁ ମାତ୍ର ଜଣେ ଛାତ୍ରୀ ସୁଶ୍ରୀ ସମ୍ପନ୍ନା ଏ-୧

0

ବାଲିଗୁଡା,୨/୫-; ଦଶମ ପରୀକ୍ଷାରେ ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ସମ୍ପନ୍ନା ପଣ୍ଡା ୫୫୭ନମ୍ବର ରଖି ଏ-୧ରେ ପାସ ହୋଇଛି । । ସୁଶ୍ରୀ ସମ୍ପନ୍ନା ପଣ୍ଡା କହିଚନ୍ତି ଦିନରାତି ଏକ କରି ପଢୁଥିଲିି ,ାଗାମି ଦିନରେ ଭଲ ପାଠପଢି ଲୋକଙ୍କ ସେବା କରିବି ବୋଲି କହିଛନ୍ତି । ମାତା ପ୍ରିତି ସାଗରିକା ପଣ୍ଡା ଓ ପିତା ନିରାକାର ପଣ୍ଡା । ତାଙ୍କର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଗୁରୁଜୀ,ଗୁରୁମା ଓ ବାପାମାଙ୍କୁ ଦେଇଛନ୍ତି । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ,ଗୁରୁଜୀ ଗୁରୁମା ସମେତ ସମସ୍ତ ମହଲରୁ ଶୁଭେଛାର ବାର୍ତା ଦେଇଛନ୍ତି ।

Leave A Reply