Odisha news

ଭାରତ ର ପୂର୍ବତନ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂ ଜୀ ଙ୍କ ର ନିଧନ ରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ

0

ଭାରତ ର ପୂର୍ବତନ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂ ଜୀ ଙ୍କ ର ନିଧନ ରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ଆଜି ଭାରତ ମାତା ତାର ଏକ ସୁଯୋଗ୍ୟ ସନ୍ତାନ କୁ ହରେଇଲା, ଦେଶ କୁ ଦେଖାଇଥିବା ସେ ଦିଗ ଦର୍ଶନ ସଦା ସର୍ବଦା ଆମ ସମସ୍ତ ଭାରତୀୟ ମାନଙ୍କ ହୃଦୟ ରେ ଗଭୀର ଛାପ ହୋଇ ରହିବ, ଅତ୍ୟନ୍ତ ବିଚକ୍ଷଣ ଅର୍ଥନୀତିଜ୍ଞ ରୂପେ ସର୍ବଦା ସେ ମନେ ରହିବେ। ଆପଣ ଙ୍କ ଅମର ଆତ୍ମା କୁ ଶାନ୍ତି ମିଳୁ।
ଓଁ ଶାନ୍ତି! 🙏🏼🙏🏼

Leave A Reply