Odisha news

ଚାଣକ୍ୟ ନୀତି : ଆଜି ହିଁ ଦେଇ ଦିଅନ୍ତୁ ନିଜ ପତ୍ନୀଙ୍କୁ ଏହି ୬ଟି ଜିନିଷ , ଜୀବନ ରେ ସୁଖସମୃଦ୍ଧି ସଦା ସର୍ବଦା ରହିବ  

0

ଗୋଟିଏ ସୁଖୀ ବୈବାହିକ ଜୀବନ ପାଇଁ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କିଛିଟା ସୂତ୍ର କହିଛନ୍ତି l ଯଦି ଆପଣ ନିଜ ଜୀବନ ରେ ଏହିସବୁ କଥାକୁ ଭଲରେ ପରଖି ନେବେ ତେବେ ଆପଣଙ୍କ ଜୀବନ ସୁଖମୟ ହୋଇଯିବ l

– ଚାଣକ୍ୟ ସେହି ବ୍ୟକ୍ତିକୁ ଗୋଟିଏ ସଫଳ ବ୍ୟକ୍ତି ବୋଲି କହିଛନ୍ତି ଯିଏକି ନିଜ ପତ୍ନୀ ଙ୍କ ଏହି ୬ଟି ଜିନିଷ ଦେଇ ଥାଆନ୍ତି l
* ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ସ୍ବାମୀମାନେ ନିଜ ସ୍ତ୍ରୀଙ୍କୁ ଶାରୀରିକ ଭାବରେ ସନ୍ତୁଷ୍ଟ ରଖି ଥାଆନ୍ତି ସେମାନଙ୍କ ଘରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ l

* ଯେଉଁ ପୁରୁଷ ମାନେ ନିଜ ରୋଜଗାର ନିଜ ପତ୍ନୀ ହାତରେ ଦେଇ ଥାଆନ୍ତି ସେମାନେ ଜୀବନରେ ସବୁବେଳେ ଖୁସିରେ ରହି ଥାଆନ୍ତି l

* ଯେଉଁ ସ୍ବାମୀମାନେ ନିଜ ପତ୍ନୀଙ୍କୁ ସବୁବେଳେ ପ୍ରେମ କରି ଥାଆନ୍ତି ସେମାନେ ସବୁବେଳେ ସୁଖୀ ରହି ଥାଆନ୍ତି l

* ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ଗୋଟିଏ ସ୍ୱାଧୀନ ଜୀବନ ଦେଇଥାଏ ସେ ସବୁବେଳେ ସୁଖୀ ରହିଥାଏ l

* ସ୍ତ୍ରୀକୁ ସମ୍ମାନ ଓ ମର୍ଯ୍ୟାଦା ଯେଉଁ ଘରେ ଦିଆଯାଇ ଥାଏ ସେଠାରେ ସର୍ବଦା ସୁଖ ସମୃଦ୍ଧି ର ବାସ ହୋଇଥାଏ l

* ଯିଏ ନିଜ ପତ୍ନୀ ର ସୁଖ ଦୁଃଖରେ ସଚେତନ ରହିଥାଏ ସେହି ପୁରୁଷ ସର୍ବଦା ଜୀବନ ରେ ସୁଖ ସମୃଦ୍ଧି ଲାଭ କରିଥାଏ l

Leave A Reply