ଚାଣକ୍ୟ ଙ୍କ ନୀତିଶାସ୍ତ୍ରରେ ଜୀବନରେ ପ୍ରତ୍ୟେକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ କୁହାଯାଇ ଥାଏ, ସେହିଭଳି ଗୋଟିଏ କାର୍ଯ୍ୟ ହେଉଛି ସୁଖ ସମୃଦ୍ଧି l ଯାହାକି ମଣିଷର ଚେଷ୍ଟା ଯୋଗୁଁ ସମ୍ଭବ ହୋଇଥାଏ l ଏବଂ ମନୁଷ୍ୟ ମଧ୍ୟ ଏଥିପାଇଁ ନୀତାନ୍ତର ଚେଷ୍ଟା କରିଥାଏ l
– ଚାଣକ୍ୟ ଙ୍କ ନୀତିରେ ଯେଉଁ ଗୃହରେ ସନ୍ତାନ ମାନେ ବୁଦ୍ଧିମାନ ହେବା ସହିତ ଆଜ୍ଞାକାରୀ ହୋଇ ଥାଆନ୍ତି ସେହି ଗୃହରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l କାହିଁକି ପିଲା ମାନଙ୍କ ସଂସ୍କାର ରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ଏବଂ ଯେଉଁ ଗୃହରେ ନାରୀ ମୃଦୁ ଭାଷିଣୀ ବା କୋମଳ ବଚନ କହିଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l କାହିଁକି ନ ସ୍ତ୍ରୀର ସଂସ୍କାର ରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l
– ଯେଉଁ ପରିବାରରେ ସତ୍ୟତା, ସଚୋଟତା , ଭଳି ଆଦର୍ଶ ରହିଥାଏ ଏବଂ ସମସ୍ତେ ପରିଶ୍ରମ କରି ଧନ ଅର୍ଜନ କରି ଥାଆନ୍ତି ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l ଏହାଛଡା ସର୍ବଦା ସୁଖସମୃଦ୍ଧିର ବାସ ହୋଇଥାଏ l
– ଯେଉଁ ଗୃହରେ ଅତିଥି ଙ୍କର ଆଦର-ସମ୍ମାନ କରାଯାଇ ଥାଏ ସେହି ଘରେ ସାକାରାତ୍ମକତା ବାସ କରିଥାଏ l ଏବଂ ଯେଉଁ ଗୃହରେ ନିୟମିତ ଭଗବାନଙ୍କୁ ଆରାଧନା ନିର୍ଦ୍ଧିଷ୍ଟ ସମୟରେ କରାଯାଇ ଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ଯେଉଁଠାରେ ସଜ୍ଜନ ପୁରୁଷ ଙ୍କ ର ବାସ ହୋଇଥାଏ ଏବଂ ସଜ୍ଜନ ଙ୍କ ସଂଗତି ପ୍ରାପ୍ତ ହୋଇଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ, ଏବଂ ମହିଳାଙ୍କ ର ସମ୍ମାନ ର ମହତ୍ୱ ରଖାଯାଇ ଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l