ଆଜି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ର ଭାଇସ ପ୍ରେସିଡେଣ୍ଟ ଓ କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଙ୍କ ଚକ୍ଷୁ ରେ ଅସ୍ତ୍ରପଚାର କରାଯାଇଛି l ନିର୍ବାଚନ ପ୍ରଚାର ସମୟ ରେ ୨ ମାସ ପୂର୍ବୁରୁ ସେ ଚକ୍ଷୁ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ରେ ପୀଡିତ ହୋଇଥିଲେ ଏବଂ ସେହି ସମୟରେ ଶ୍ରୀ ପଣ୍ଡାଙ୍କର ସର୍ଜରୀ ମଧ୍ୟ କରାଯାଇ ଥିଲା l ଡାକ୍ତରୀ ଦଳ ଙ୍କ ସୂଚନା ଅନୁଯାୟୀ ଏହି ଅସ୍ତ୍ରପଚାର ସୁରକ୍ଷିତ ଭାବରେ ହୋଇଛି ଏବଂ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ l ସକାଳ ଖବର ପକ୍ଷରୁ ତାଙ୍କର ଆସୁ ଆରୋଗ୍ୟ କାମନା କରୁଛୁ l