Odisha news

ଅତ୍ୟଧିକ କ୍ରୋଧ ଆସିବା ମଧ୍ୟ ହୋଇପାରେ ମୃତ୍ୟୁର କାରଣ , ସମୟ ପୂର୍ବରୁ ହୋଇ ଯାଆନ୍ତୁ ସତର୍କ :ରିସର୍ଚ୍ଚ

0

କ୍ରୋଧ କାହାକୁ କେଉଁ ସମୟରେ ଆସିଥାଏ ତାହା କୁହାଯାଇ ପାରିବନାହିଁ l ଏହା ଗୋଟିଏ ପ୍ରକାରର ଇମୋସନାଲ ଋଆକ୍ସନ ଅଟେ l ଅତ୍ୟଧିକ କ୍ରୋଧ କରିବା ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରେ l କ୍ରୋଧ କେବଳ ମାନସିକ ନୁହେଁ ଶାରୀରିକ କ୍ଷତି ମଧ୍ୟ କରିଥାଏ l ଏବଂ କ୍ରୋଧ ଫାଇନାନସିଆଲି ମଧ୍ୟ କ୍ଷତି କରାଇଥାଏ l

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଅତ୍ୟଧିକ କ୍ରୋଧ ମୃତ୍ୟୁ ର କାରଣ ମଧ୍ୟ ହୋଇପାରେ l ଏହି କାରଣରୁ କ୍ରୋଧ କୁ ନିୟନ୍ତ୍ରିତ କରିବା ଆବଶ୍ୟକ l ଅତ୍ୟଧିକ କ୍ରୋଧ କାରଣରୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଗୁଡିକ ହେଲା –
– ଷ୍ଟ୍ରେସ ଡିପ୍ରେସନ
– ଉଚ୍ଚ ରକ୍ତଚାପ
– ହାର୍ଟ ଡ଼ିଜିଜ
– ମୁଣ୍ଡ ବିନ୍ଧା
– ସ୍କିନ ସମ୍ବନ୍ଧୀୟ ସମସ୍ୟା
– ପାଚନ ସମ୍ବନ୍ଧିତ ସମସ୍ୟା

କ୍ରୋଧ ନିୟନ୍ତ୍ରଣ କରିବାର ଉପାୟ –
– କିଛିଟା ବ୍ୟାୟାମ ନିୟମିତ କରନ୍ତୁ
– କୌଣସି ଚିନ୍ତା କରନ୍ତୁ ନାହିଁ
– ଭାବିଚିନ୍ତି କାମ କରନ୍ତୁ
– ଅଧିକ ସମୟ ଚୁପ ହୋଇ ବସିବା ଆରମ୍ଭ କରନ୍ତୁ

Leave A Reply