Odisha news

ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

0

• ଜଟଣୀବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି
• ସମସ୍ତ ସମସ୍ୟା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମାଧାନ କରିବେ
• ନିର୍ବାଚନ ସମୟରେ ବିରୋଧୀମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ମିଛ କଥା ଓ ମିଠା କଥା କହୁଛନ୍ତି, ନିର୍ବାଚନ ସରିବା ପରେ ଏମାନଙ୍କୁ ଖୋଜିଲେ ମିଳିବେ ନାହିଁ
• ଏବେକାର ସାଂସଦ ମଧ୍ୟ ସେହି ଗୋଷ୍ଠୀର, ସେ କେବେ ଆପଣଙ୍କ ପାଖକୁ ଆସିଛନ୍ତି କି ? ଆପଣଙ୍କ ସମସ୍ୟା ବୁଝିଛନ୍ତି କି?
• ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ସେ ଆପଣଙ୍କ ସୁଖଦୁଃଖରେ ରହିବେ
• ଜୁନ ୯ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
• ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‌ ଛାଡ, ବସ୍ତି ଠାରୁ ଆରମ୍ଭ କରି ସହରବାସୀ ସମସ୍ତଙ୍କ ପାଇଁ, ଓଡିଶାର ୯୦ ପ୍ରତିଶତ ଲୋକ ଉପକୃତ ହେବେ
• ଦ୍ବିତୀୟ ଦସ୍ତଖତ ହେବ ଆପଣମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସମସ୍ତଙ୍କୁ BSKY କାର୍ଡରେ ସାମିଲ କରାଯିବ
• ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ସଦସ୍ୟା ଓ କର୍ମୀ ମାନଙ୍କର ୬୦ ବର୍ଷ ପରେ ପେନ୍‌‌ସନ ବ୍ୟବସ୍ଥା
• ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ ଅନୁରୋଧ କଲେ

Leave A Reply