ଭୁବନେଶ୍ୱର ତ।-୦୧.୦୩.୨୦୨୪ : ମୁଖ୍ୟଶ।ସନସଚିବଶ୍ରୀ ପ୍ରଦୀପ କୁମ।ର ଜେନ। ଆଜି ସକ।ଳେ ର।ଜ୍ୟ କୃଷିଭବନପରିଦର୍ଶନ କରି ସେଠ।ରେ ପ୍ରଥମେନୂତନ ଭ।ବେ ଖେ।ଲ।ଯ।ଇଥିବ।କ୍ରେଚ୍ ବ୍ୟବସ୍ଥ।ର ଶୁଭ।ରମ୍ଭକରିଥିଲେ ।ଏହି କ୍ରେଚ୍ ବ୍ୟବସ୍ଥ। ଉଭୟ ଛୋଟ ପିଲ। ଏବଂ ସେମ।ନଙ୍କ ମ।’ଙ୍କ ସର୍ବୋତ୍ତମ ସ୍ୱ।ର୍ଥପୂରଣକରିବ।ରପ୍ରୟ।ସସହିତପ୍ର।ରମ୍ଭିକଶୈଶବବିକ।ଶରବୈଜ୍ଞ।ନିକନୀତିଆଧ।ରରେକୃଷିଭବନପରିସରରେକ।ର୍ଯ୍ୟରତମହିଳ।କର୍ମଚ।ରୀମ।ନଙ୍କପ।ଇଁଏକକଲ୍ୟ।ଣମୂଳକପଦକ୍ଷେପ ଭ।ବେସ୍ଥ।ପିତହୋଇଛି। କୃଷି ଭବନରେ ଥିବ। କ୍ରେଚ୍ ର ନ।ମ ‘କଳିକ।-କୃଷି ଭବନ‘ରଖ।ଯ।ଇଛି ।୬ ମ।ସରୁ ୬ ବର୍ଷ ବୟସ (ସ୍ଥଳ ବିଶେଷରେ ଅଧିକ)ର ପିଲ।ଙ୍କ ଯତ୍ନ କ୍ରେଚ୍ ରେ ନିଆଯିବ । ପିଲ।ମ।ନଙ୍କ ରକ୍ଷଣ।ବେକ୍ଷଣ ପ।ଇଁ ପ୍ରଶିକ୍ଷିତ ’କ୍ରେଚ୍ ସହ।ୟକ’ ଏବଂ କ୍ରେଚ୍ ସଂଯୋଜକମ।ନଙ୍କୁ ନିୟେ।ଜିତ କର।ଯ।ଇଛି, ଯେଉଁମ।ନେ କି ପିଲ।ମ।ନଙ୍କର ବୟସ ହିସ।ବରେ ଅନୁକୂଳ ବିଭିନ୍ନ କ।ର୍ଯ୍ୟକଳ।ପ ପରିଚ।ଳନ। କରିବେ । ସରକ।ରୀ ଛୁଟି ଦିନବ୍ୟତୀତ ଅନ୍ୟ ସମସ୍ତ କ।ର୍ଯ୍ୟ ଦିବସରେ ସକ।ଳ ସ।ଢ଼େ ୯ଟ।ରୁ ସନ୍ଧ୍ୟ। ସ।ଢ଼େ ୬ଟ। ପର୍ଯ୍ୟନ୍ତ ଏହି କ୍ରେଚ୍ ଖୋଲ। ରହିବ ।
କ୍ରେଚ୍, କୃଷି ଭବନରେସୁପ୍ରଶିକ୍ଷିତ କ୍ରେଚ୍ ସହ।ୟିକ।ଙ୍କ ସହସିସିଟିଭି ସର୍ଭେଲ।ନ୍ସ ବ୍ୟବସ୍ଥ।, ପିଲ।ଙ୍କ ସୁରକ୍ଷ। ଓ ଯତ୍ନ ପ।ଇଁ ଉତ୍ସର୍ଗୀକୃତ ଓ ବୟସ ଅନୁକୂଳ ଖେଳନ।, ବହି ଓ ବିଭିନ୍ନ କ।ର୍ଯ୍ୟକ୍ରମର ବ୍ୟବସ୍ଥ। ରହିଛି । ଶିଶୁ ଅନୁକୂଳ ଶୌଚ।ଳୟ, ନୂଆ ମ।’ଙ୍କ ପ।ଇଁ ନର୍ସିଂ କର୍ଣ୍ଣର, ପ୍ର।ଥମିକ ଚିକିତ୍ସ। ସୁବିଧ। ରହିଛି । କୃଷି ଭବନରେ କ୍ରେଚ୍ ପ୍ରତିଷ୍ଠ। କୃଷି ଭବନରେ ବିଭ।ଗୀୟ ପ୍ରମୁଖ ଶ।ସନ ସଚିବ ଡଃ. ପ।ଢୀଙ୍କ ଦୂରଦର୍ଶୀ ଓ ଆନ୍ତରିକ ପ୍ରୟ।ସ ଫଳରେ ସମ୍ଭବ ହେ।ଇପ।ରିଛି । ଏ ଦିଗରେ ମହିଳ। ଓ ଶିଶୁ ବିକ।ଶ ବିଭ।ଗ ମଧ୍ୟ ବହୁଧ। ସହଯୋଗ କରିଛନ୍ତି ।ଏକ ଆକର୍ଷଣୀୟ ଏବଂ ଅନୁକୂଳ ପରିବେଶଯୁକ୍ତ ସୁନ୍ଦର ବ୍ୟବସ୍ଥ। ମଧ୍ୟରେ ଏହି କ୍ରେଚ୍ ସୁବିଧ। ପ।ଇଥିବ।ରୁ ଉଭୟ ପିଲ। ଓ ମ।ଦ ମ।ନଙ୍କ ମଧ୍ୟରେ ଆନନ୍ଦ ପରିଲକ୍ଷିତ ହେ।ଇଛି । ଏହି କ।ର୍ଯ୍ୟକ୍ରମରେ ଅନ୍ୟମ।ନଙ୍କ ମଧ୍ୟରେ ର।ଜ୍ୟ ଉନ୍ନୟନ କମିଶନର ତଥ। ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭ।ଗ ପ୍ରମୁଖ ଶ।ସନ ସଚିବ ଡଃ. ଅରବିନ୍ଦ କୁମ।ର ପ।ଢୀ, କୃଷି ଓ ଖ।ଦ୍ୟ ଉତ୍ପ।ଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧ।ରୀଙ୍କ ସମେତ ମୃତ୍ତିକ। ସଂରକ୍ଷଣ ନିର୍ଦ୍ଦେଶକ ଓ ଉଦ୍ୟ।ନ କୃଷି ନିର୍ଦ୍ଦେଶକ ଏବଂ ମହିଳ। ଓ ଶିଶୁ ବିକ।ଶ ବିଭ।ଗ ଅନ୍ତର୍ଗତ କ୍ରେଚ୍ ର ନେ।ଡ।ଲ ଅଧିକ।ରୀମ।ନେ ଉପସ୍ଥିତ ଥିଲେ । ପିଲ।ମ।ନେ ଅତିଥିମ।ନଙ୍କ ସହିତ ଖୁସିରେ ଫଟେ। ଉଠ।ଇଥିଲେ ।
ପରେ ପରେ ମୁଖ୍ୟଶ।ସନସଚିବଶ୍ରୀ ଜେନ।କୃଷି ଭ।ବନରେ ସଂସ୍ଥ।ପିତ ‘କୃଷିସମୀକ୍ଷ।କେନ୍ଦ୍ରଦରକ।ର୍ଯ୍ୟକ।ରିତ।ଅନୁଧ୍ୟ।ନକରିଥିଲେ।ସଂପର୍କିତ ସରକ।ରୀବିଭିନ୍ନଯେ।ଜନ।ରକ।ର୍ଯ୍ୟକ।ରିତ।, ଜଳବ।ୟୁଜରୁରୀକ।ଳୀନପରିସ୍ଥିତିରେତ୍ୱରିତପ୍ରତିକ୍ରିୟ।ଏବଂକ।ର୍ଯ୍ୟ।ନୁଷ୍ଠ।ନକଣରହିବ, ସେସଂପର୍କରେତଥ୍ୟଆଧ।ରରେକ।ର୍ଯ୍ୟରତସରକ।ରୀ ଅଧିକ।ରୀମ।ନଙ୍କପ।ଇଁନୀତିଗତସଂସ୍କ।ରଓ ପ୍ରମ।ଣଭିତ୍ତିକନିଷ୍ପତ୍ତିନେବ।କୁଏହିବ୍ୟବସ୍ଥ।ସକ୍ଷମକରିବ।ଏହ।ମଧ୍ୟ ତଥ୍ୟସମର୍ଥିତଏବଂନିୟମଭିତ୍ତିକସମୀକ୍ଷ।, ପ୍ର।ଥମିକତ।ପ୍ରସଙ୍ଗଉପରେଅଧିକ।ରୀମ।ନଙ୍କଦୃଷ୍ଟିଆକର୍ଷଣକରିବ।ଏବଂଏକନିର୍ଦ୍ଦିଷ୍ଟମ।ନଦଣ୍ଡଅନୁଯ।ୟୀବରିଷ୍ଠଅଧିକ।ରୀମ।ନଙ୍କୁଗୁରୁତ୍ୱପୂର୍ଣ୍ଣପ୍ରସଙ୍ଗକୁସମ।ଧ।ନକରିବ।ରେ ସହ।ୟକ ହେବ । ଜଳବ।ୟୁପରିବର୍ତ୍ତନପରିପ୍ରେକ୍ଷୀରେଜରୁରୀକ।ଳୀନପରିସ୍ଥିତିରମୁକ।ବିଲ।କରିବ।ରେସରକ।ରଙ୍କୁଉଚିତ୍ପଦକ୍ଷେପ ଗ୍ରହଣ ଏବଂଉତ୍ତରଦ।ୟିତ୍ୱନିର୍ବ।ହରେଉନ୍ନତିଆଣିବ।ପ।ଇଁତୃଣମୂଳସ୍ତରରେ ପରିସଂସ୍ଥ।ଭିତ୍ତିକ ସମୟେ।ପଯେ।ଗୀ ପରୀକ୍ଷ।କୁଏହିବ୍ୟବସ୍ଥ।ସକ୍ଷମକରିବ ବେ।ଲି ଜଣ।ଯ।ଇଛି।