Odisha news

ଜି ଜେ ଜିମ ର ନୂତନ ବର୍ଷ ୨୦୨୪ ର ବନ୍ଧୁମିଳନ

0

ଭଞ୍ଜନଗର,୧୨/୦୧(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ଭଞ୍ଜନଗର ସହର ମଧ୍ୟରେ ଥିବା ଅତ୍ୟାଧୁନିକ ଜିଜେ ଜିମର ନୂତନ ବର୍ଷ ୨୦୨୪ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ କାଳିଆମ୍ବା ଫରେଷ୍ଟ ଡାକ ବଙ୍ଗଳା ରେ ଅନୁଷ୍ଠିତ ହେଇଯାଇଛି, ଏଥିରେ ଜିଜେ ଜିମ ର ପ୍ରଶିକ୍ଷିକ ଚିତ୍ରସେନ ସ୍ୱାଇଁ,ଅମରେନ୍ଦ୍ର କୁମାର ପଟ୍ଟନାୟକ ( ବାବି )ସୀତୁ ବେହେରା, ମନୋଜ କୁମାର ସାହୁ, ଲକ୍ଷ୍ମୀକାନ୍ତ ମହାପାତ୍ର ( ଏନଏସି ପିଣ୍ଟୁ ), ମହେନ୍ଦ୍ର ମହାରଣା, ଗୁଲସନ ପ୍ରଧାନ, ଶନି ନାୟକ, ଗୁରୁଦାସ ପ୍ରଧାନ, କେଶବ ପାଣିଗ୍ରାହୀ, ଜଗନ୍ନାଥ ପ୍ରଧାନ, ରାଜେଶ କୁମାର ବେହେରା, ଅଜିତ ଦଳେଇ, ଶ୍ୟାମ ସୁନ୍ଦର ସାହୁ, ଶଙ୍କର ତାରିଣୀ, କାଁହୁ ପାଣିଗ୍ରାହୀ, ରାକେଶ ପ୍ରଧାନ ଶଙ୍କର ଗୌଡ଼, ମିଟୁ ସାହୁ ଯୋଗ ଦେଇ ବଣ ଭୋଜି ରେ ସହଯୋଗ କରିଥିଲେ.
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Leave A Reply